Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

157

ମେଷ: ରବି ଓ ସୋମବାର: ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ।

ବୃଷ:  ରବି ଓ ସୋମବାର ଅଧୁରା କାମ ସଂପୂର୍ଣ୍ଣ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ମିଥୁନ:  ରବି ଓ ସୋମବାର: ମିତ୍ର ସଂଖ୍ୟା ବୃଦ୍ଧି ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଶୁକ୍ର ଓ ଶନିବାର: ବ୍ୟକ୍ତିଗତ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ।

କର୍କଟ:ରବି ଓ ସୋମବାର: ଆପଣଙ୍କର ନିକଟକୁ ନୂଆ ଦାୟିତ୍ଵ ଆସିବ। ମଙ୍ଗଳ, ବୁଧ ଓ ଗୁରୁବାର: ଧନଲାଭ ପାଇଁ ସୁଯୋଗ ପ୍ରାପ୍ତ ହେବ। ଶୁକ୍ର ଓ ଶନିବାର: ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ।

ସି˚ହ: ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ବାତାବରଣ ଅନୁକୂଳ ବଜାୟ ରହିବ। ଶୁକ୍ର ଓ ଶନିବାର: ଘରୋଇ କାମ ସମାପ୍ତ କରିବାରେ ସଫଳ ରହିବେ।

କନ୍ୟା:ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: କାରବାରରେ ପଇସା ଲଗାଇବା ପାଇଁ ଭାବିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ବଢ଼ିଆ ତାଳମେଳ ବଜାୟ ରହିବ।

ତୁଳା: ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ।

ବିଛା: ରବି ଓ ସୋମବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ।

ଧନୁ: ରବି ଓ ସୋମବାର: ନିଜର କାମ ପ୍ରତି ସକ୍ରିୟ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଶୁକ୍ର ଓ ଶନିବାର: ସଂପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିବ।

ମକର: ରବି ଓ ସୋମବାର: କୌଣସି ବଡ଼ ଦାୟିତ୍ଵ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ଶୁକ୍ର ଓ ଶନିବାର: କୌଣସି ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କ ହୋଇପାରେ।

 

କୁମ୍ଭ: ରବି ଓ ସୋମବାର: ମନ ଉଦାସ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଯାହା ବି କାମ କରିବେ ସଫଳତା ନିଶ୍ଚୟ ପାଇବେ। ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ଲାଭପ୍ରଦ ହେବ।

ମୀନ:ରବି ଓ ସୋମବାର: ମନର ଇଚ୍ଛା ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି କାମ ସଂପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବେ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More