Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

125

ମେଷ: ରବି ଓ ସୋମବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଫଳ ପାଇବେ। ମଙ୍ଗଳ ଓ ବୁଧବାର: ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ବୃଷ:ରବି ଓ ସୋମବାର: ଘରର ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ଉଭୟ ପାଇବେ। ଶନିବାର: ମନ ଉଦାସ ରହିବ।

ମିଥୁନ:ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଶନିବାର: ଦାମ୍ପତ୍ୟ ଜୀବନ ମଧୁର ରହିବ।

କର୍କଟ:ରବି ଓ ସୋମବାର: ଉନ୍ନତିର କିଛି ନୂଆ ସାଧନ ମିଳିବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶନିବାର: କିଛି ନୂଆ କାମ କରିବେ।

ସି˚ହ:ରବି ସୋମବାର: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ। ଗୁରୁ ଓ ଶୁକ୍ରବାର: ମିତ୍ର ସଂଖ୍ୟା ବୃଦ୍ଧି ହୋଇପାରେ। ଶନିବାର: ଛାତ୍ରଙ୍କୁ ଭଲ ଖବର ମିଳିବ।

କନ୍ୟା: ରବି ଓ ସୋମବାର: ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଶନିବାର: ଭାବିଥିବା କାମ ପୂରା ହେବ।

ତୁଳା: ରବି ଓ ସୋମବାର: ଘରକୁ କୌଣସି ବନ୍ଧୁ ଆସିବେ। ମଙ୍ଗଳ ଓ ବୁଧବାର: ସବୁ କାମ ମନମୁତାବକ ହେବ। ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତିର ଯୋଗ ରହିଛି। ଶନିବାର: ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ।

ବିଛା:ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବାଦବିବାଦ ଠାରୁ ଦୂରରେ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ଆପଣଙ୍କ ସାହାଯ୍ୟ ଅନ୍ୟମାନଙ୍କ ଲାଗି ଲାଭପ୍ରଦ ରହିବ। ଶନିବାର: ଧନ ବୃଦ୍ଧି ହେବ।

ଧନୁ: ରବି ଓ ସୋମବାର: ଚାକିରିରେ ପଦୋନ୍ନତି ମିଳିପାରେ। ମଙ୍ଗଳ ଓ ବୁଧବାର: ନୂଆ ଶିଖିବାର ଅବସର ମିଳିବ। ଗୁରୁ ଓ ଶୁକ୍ରବାର: ପରିବାରରେ ଖୁସିର ମାହୋଲ ରହିବ। ଶନିବାର: ଆୟ ବଢ଼ିବ।

ମକର:ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ମଙ୍ଗଳ ଓ ବୁଧବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ଇଂଜିନିୟରଙ୍କୁ କୌଣସି କାମରେ ଲାଭ ମିଳିବ। ଶନିବାର: ଉଧାର ଦେଇଥିବା ପଇସା ପାଇବେ।

ମୀନ:ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ପିଲାମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ଗୁରୁ ଓ ଶୁକ୍ରବାର: ଭାଗ୍ୟ ବୃଦ୍ଧିର ଅବସର ପାଇବେ। ଶନିବାର: ଆୟ ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More