Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

52

ରବିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ଖାସ୍‌ କାମରେ ସୁଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ରାଜନୀତିରେ ମନସ୍କାମନା ପୂରା ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁର ବଜାୟ ରହିବ।

ରବିବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସୋମ ଓ ମଙ୍ଗଳବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାର ବୃତ୍ତି ସଂକ୍ରାନ୍ତରେ ପରିସ୍ଥିତି ବଢ଼ିଆ ରହିବ। ଶନିବାର: ଆତ୍ମବିଶ୍ୱାସ ଦୋହଲିପାରେ।

ରବିବାର: କାରବାରରେ ଲାଭ ମିଳିବ। ସୋମ ଓ ମଙ୍ଗଳବାର: ନିଜର ଊର୍ଜାକୁ ଭଲ କାମରେ ସଂଯୋଗ କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ହେବ। ଶନିବାର: ଆୟର ନୂଆ ସ୍ରୋତ ମିଳିବ।

 

ରବିବାର: କିଛି କାମରେ ସଫଳତା ମିଳିପାରେ। ସୋମ ଓ ମଙ୍ଗଳବାର: ବାହାରକୁ ବୁଲିଯିବାର ଯୋଜନା କରିବେ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ଶନିବାର: ଭଲ ଖବର ପାଇବେ।

 

ରବିବାର: ଯାତ୍ରା ଫଳପ୍ରଦ ହେବ। ସୋମ ଓ ମଙ୍ଗଳବାର: ଚାକିରିରେ ଉନ୍ନତି ଯୋଗ ରହିଛି। ବୁଧ, ଗୁରୁ ଓ ଶୁକ୍ରବାର: ନିଜ କାମରେ ସଫଳତା ନିଶ୍ଚୟ ପାଇବେ। ଶନିବାର: ପୁରୁଣା କଥାକୁ ନେଇ ଚିନ୍ତା ବଢ଼ିବ।

 

ରବିବାର: ଆଶା ମୁତାବକ ଧନପ୍ରାପ୍ତି ହେବ। ସୋମ ଓ ମଙ୍ଗଳବାର: ଶତ୍ରୁଙ୍କୁ ପରାସ୍ତ କରିବେ। ବୁଧ, ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ସଫଳତା ମିଳିବ। ଶନିବାର: ଦାମ୍ପତ୍ୟ ଜୀବନରେ ଦୂରତ୍ଵ ସମାପ୍ତ ହେବ।

ରବିବାର: ଆୟର ସ୍ରୋତ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଶନିବାର: ସୁସମ୍ବାଦ ପାଇବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ। ବୁଧ, ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଲାଭ ମିଳିବ। ଶନିବାର: ଆପଣଙ୍କର ଇଚ୍ଛା ପୂର୍ତ୍ତି ହୋଇପାରେ।

ରବିବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସୋମ ଓ ମଙ୍ଗଳବାର: ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ। ବୁଧ, ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ବଢ଼ିଆ ରହିବ। ଶନିବାର: ଛାତ୍ରଙ୍କୁ ଭଲ ଖବର ମିଳିବ।

ରବିବାର: ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଖାସ୍‌ କାମରେ ଆପଣଙ୍କୁ ଫାଇଦା ହେବ। ବୁଧ, ଗୁରୁ ଓ ଶୁକ୍ରବାର: କୌଣସି ମିତ୍ରଙ୍କୁ ସହାୟତା କରିବେ। ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

 

ରବିବାର: ସମାଜରେ ପ୍ରତିପତ୍ତି ବଢ଼ିବ। ସୋମ ଓ ମଙ୍ଗଳବାର: ବାହନ ସାବଧାନତାର ସହ ଚଳାନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶନିବାର: ଧନ ପ୍ରାପ୍ତି ହେବ।

ରବିବାର: ପ୍ରଗିତିରେ ଗତିରୋଧ ହୋଇପାରେ। ସୋମ ଓ ମଙ୍ଗଳବାର: ରାଜନୀତିରେ ସଫଳତା ମିଳିବ। ବୁଧ, ଗୁରୁ ଓ ଶୁକ୍ରବାର: ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More