Only for Entertainment

ଜାଣନ୍ତୁ ଆଜିର ରାଶିଫଳ

38

ମେଷ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅଫିସରେ ଆପଣଙ୍କର କାମ କରିବା ଶୈଳୀ ଦେଖି କତୃପକ୍ଷ ପ୍ରସନ୍ନ ହେବେ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮।

ବୃଷ: ଆପଣ ବହୁତ ବ୍ୟସ୍ତ ଓ ଚିନ୍ତିତ ରହିବେ। ନିଜେ କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ ଶୁଣନ୍ତୁ। ବ୍ୟବସାୟରେ ଆଶାଠୁଁ ଲାଭ କମ୍‌ ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

ମିଥୁନ: ଆପଣଙ୍କ କାର୍ଯ୍ୟଶୈଳୀରେ କତୃପକ୍ଷ ପ୍ରଭାବିତ ରହିବେ। କାରବାରରେ ପୁଞି ନିବେଶ ପାଇଁ ଭାବି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କର୍କଟ: ପ୍ରଭୁଙ୍କ ସ୍ମରଣରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୬।

ସି˚ହ: ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ଘରକୁ ପୁରୁଣା ବନ୍ଧୁ ଆସିବେ। ସାମାଜିକ କାର୍ଯ୍ୟରେ ସମୟ ବିତିବ। କାରବାରରେ କିଛି ଲୋକ ସହାୟକ ହେବେ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୭।

କନ୍ୟା: ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କୌଣସି ନୂଆ ଦାୟିତ୍ବ ମିଳିପାରେ। ଛାତ୍ରଙ୍କର ବୃଦ୍ଧି ହେଉଥିବା ଆତ୍ମବିଶ୍ବାସ କାମରେ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ନିଜ କାମ ମନୋଯୋଗରେ କରିବେ। କୌଣସି ଶୁଭ ସମାଚାର ପ୍ରାପ୍ତି ହୋଇପାରେ। ଆୟର ନୂଆ ସ୍ରୋତ ମିଳିବ ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ବିଛା: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ ଦିନଟି ଭଲରେ କଟିବ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଧନ ସ˚କ୍ରାନ୍ତରେ ସ୍ଥିତି ଠିକ୍‌ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ:କ୍ରୀମ୍‌। ଶୁଭସ˚ଖ୍ୟା:୧।

ଧନୁ: ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ। ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାରେ ଦାୟିତ୍ବ ମିଳିବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୫।

ମକର: ନିଜର ନିତି ଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭ କମ୍‌ ମିଳିପାରେ। ପିଲାଙ୍କ ମହତ୍ବ କାମରେ ଆପଣଙ୍କର ପଇସା ଖର୍ଚ୍ଚ ହେବ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା: ୬।

 

କୁମ୍ଭ: ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୯।

ମୀନ: ଦିନଟି ଉତ୍ସାହ ଭରା ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ପରିବାର ସହିତ ବଢ଼ିଆ ସମୟ ଅତିବାହିତ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More