Only for Entertainment

ଜାଣନ୍ତୁ ଆଜିର ରାଶିଫଳ

26

ମେଷ: ଶ୍ରୀଜଗନ୍ନାଥଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସାଧୁସନ୍ଥଙ୍କ ସହିତ ସ˚ପର୍କ ବଢ଼ିବ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮।

ବୃଷ: ଆପଣଙ୍କ ପାଖଆଖରେ ମଧୁର ବାତାବରଣ ରହିବ। କୌଣସି ଜରୁରୀ କାମ ଜୀବନସାଥୀଙ୍କ ପରାମର୍ଶରେ କରନ୍ତୁ; ଭଲ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୩।

ମିଥୁନ: ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

କର୍କଟ: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସମାଜରେ ଭଲ ଛବି ପ୍ରତୀୟମାନ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ସି˚ହ: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ। ଆର୍ଥିକ ଲାଭରୁ ଭଲ ଅବସର ମିଳିବ। ସ˚ପର୍କୀୟଙ୍କ ସହିତ ମିଶିବା ଯୋଗ ରହିଛି। ବ୍ୟବସାୟରେ ସବୁ ଭଲ ହେବ। ଶୁଭରଙ୍ଗ: ନାରଙ୍ଗୀ। ଶୁଭସ˚ଖ୍ୟା: ୭।

କନ୍ୟା: ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ଜଣାଶୁଣା ଲାଭଦାୟକ ସିଦ୍ଧ ହେବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୫।

ତୁଳା: ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ପରିବାରର ବାତାବରଣରେ ଶାନ୍ତି ବଜାୟ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୧।

ବିଛା: ମନୋଭାବ ଭଲ ରହିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ବେପାରରେ ଲାଭ ହିଁ ଲାଭ ହେବ। ଚାକିରିରେ ନିଜର ଦାୟିତ୍ବ ସୁରୁଖୁରୁରେ ତୁଲାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

ଧନୁ: ଆପଣ କୌଣସି ନୂଆ ଫନ୍ଦି ଶିଖିବେ। ବେପାରରେ ଲାଭର ଅବସର ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।

ମକର: କ୍ୟାରିୟରରେ ଉତ୍‌ଥାନ-ପତନ ଆସିପାରେ। ପଇସା ସହିତ ସ˚ଶ୍ଳିଷ୍ଟ ମାମଲାରେ ହଇରାଣ ହୋଇପାରନ୍ତି। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୫।

କୁମ୍ଭ: ଆପଣଙ୍କ ବ୍ୟକ୍ତିତ୍ବରେ ସୁପରିପାଟୀ ଆସିବ। ରୋଜଗାରର ନୂଆ ଅବସର ମିଳିବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୭।

ମୀନ: ଖୋଦ୍‌କୁ ଗର୍ବ ଭରା ଅନୁଭବ କରିବେ। ମିତ୍ରଙ୍କ ପରାମର୍ଶ କାମରେ ଆସିବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କାରବାରରେ ଉନ୍ନତି ପରିଲକ୍ଷିତ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More