Only for Entertainment

ଜାଣନ୍ତୁ ଆଜିର ରାଶିଫଳ

40

ମେଷ: ଆଧୢାତ୍ମିକ ଭବନାରେ ସମୟ ବିତିବ। ଅଫିସରେ ବରିଷ୍ଠଙ୍କ ଠାରୁ ପ୍ରଶ˚ସା ପାଇବେ। ମିତ୍ରଙ୍କ ସହିତ ଉତ୍ତମ ସଂପର୍କ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୪।

ବୃଷ: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଗୁରୁଜନମାନଙ୍କ ପରାମର୍ଶ ନିଅନ୍ତୁ। ବିବାହିତଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।

ମିଥୁନ: ମହତ୍ବପୂର୍ଣ୍ଣ କଥାକୁ ଗୁରୁତ୍ବ ଦେବେ। ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

କର୍କଟ: ଆପଣଙ୍କ ଉତ୍ସାହ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ଖବର ମିଳିପାରେ। ନିଜ ବୃତ୍ତି କ୍ଷତ୍ରରେ ଶୁଭାଶୁଭ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୧।

ସି˚ହ: ପାରିବାରିକ କାର୍ଯ୍ୟ ଅଧିକ ସମୟ ବିତିବ। କାମରେ ସଫଳତା ମିଳିବ। ପ୍ରେମ ସଂପର୍କ ବଢ଼ିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୨।

କନ୍ୟା: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଧାର ଅର୍ଥ ଫେରି ପାଇବେ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

ତୁଳା: ଭାଗ୍ୟର ସହଯୋଗ ମିଳିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ, ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ବିଛା: ନିଜ କାମରେ ସଫଳ ହେବେ। ସରଳତା ପାଇଁ ପ୍ରିୟତମ ଖୁସି ରହିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ଧନୁ: ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି। ଛାତ୍ରମାନେ ଅଧୢୟନ ଶୈଳୀରେ ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମକର: ଆପଣଙ୍କର ସକାରାତ୍ମକ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ବ୍ୟବସାୟୀମାନେ ବଡ଼ ସଉଦା କରିବେ। ଦାଂପତ୍ୟ ପ୍ରେମ ବଢ଼ିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୧।

କୁମ୍ଭ: ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ମୀନ: ଯେଉଁ କାମ ମନୋଯୋଗରେ କରିବେ, ସଫଳତା ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More