Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

41

ମେଷ ରବିଓ ସୋମବାର: ନୂଆକାମ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର:ସାମାଜିକ କାର୍ଯ୍ୟ ଲାଗିସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ମନରେ କୌଣସି କଥାକୁ ନେଇ ଉତ୍ସାହ ଜନ୍ମିବ।

ବୃଷ: ରବିଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଗୁରୁବାର: ବଡ଼ଙ୍କ ପ୍ରତିଆପଣଙ୍କ ବ୍ୟବହାର ଭଲ ରହିବ। ଶୁକ୍ର ଓ ଶନିବାର: ଧନଲାଭର ସୁଯୋଗ

କର୍କଟ:  ରବିଓ ସୋମବାର: କାରବାରରେ ଲାଭର ସୁଯୋଗ ମିଳିବ।ମଙ୍ଗଳ, ବୁଧ ଓ ଗୁରୁବାର: ବନ୍ଧୁଙ୍କ ପରାମର୍ଶକାମରେ ଆସିପାରେ। ଶୁକ୍ର ଓ ଶନିବାର: ମନୋବଳ ଓ କାର୍ଯ୍ୟ କ୍ଷମତା ବୃଦ୍ଧିହେବ।

 

ସି˚ହ:  ରବିଓ ସୋମବାର: ବିରୋଧୀ ଆପଣଙ୍କୁବନ୍ଧୁତାର ହାତ ବଢ଼ାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ପୁରୁଣା କଥାକୁନେଇ ଟିକେ ًّଚିନ୍ତିତ ରହିବେ।

 

କନ୍ୟା: ରବିଓ ସୋମବାର: ଅର୍ଥଉପାର୍ଜନ ଲାଗିଭଲ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

 

ତୁଳା: ରବିଓ ସୋମବାର: କୌଣସିନୂଆ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ।

 

ବିଛା: ରବିଓ ସୋମବାର: ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାର ବୃତ୍ତିସלֹּପର୍କିତ ଭଲ ଖବର ପାଇବେ।
ଶୁକ୍ର ଓ ଶନିବାର: ମିତ୍ରଙ୍କ ସହିତ ବାହାରକୁବୁଲିଯାଇପାରନ୍ତି।

 

ଧନୁ:  ରବିଓ ସୋମବାର: ଆୟ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର:
ଚାକିରିଜୀବୀଙ୍କ ଲାଗିସମୟ ଲାଭକାରୀ ରହିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ।

 

ମକର:  ରବିଓ ସୋମବାର: ସବୁକାମ ସହଜରେ କରିନେବେ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରିୟତମଙ୍କୁ ଉପହାର ଦେଇପାରନ୍ତି। ଶୁକ୍ର ଓ ଶନିବାର: କାରବାରରେ ଲାଭ ହେବ।

 

କୁମ୍ଭ:

ରବିଓ ସୋମବାର: ଉନ୍ନତିପାଇଁସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଅଫିସ୍‌ରେ ନୂଆ କାମର ଦାୟିତ୍ଵପାଇବେ। ଶୁକ୍ର ଓ
ଶନିବାର: ବନ୍ଧୁତାଲିକା ଭଲ ଯୋଡ଼ିବେ।

 

ମୀନ: ରବିଓ ସୋମବାର: ଜୀବନକୁବଢ଼ିଆ କରିବା ଲାଗିସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ସମାଜରେ ଆପଣଙ୍କ ଗରିମା ବଢ଼ବ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More