Only for Entertainment

ଜାଣନ୍ତୁ ଆଜିର ରାଶିଫଳ

30

ମେଷ: ସୁସ୍ଥ ରହିବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ନୂଆ କାମରେ ଆଗକୁ ବଢ଼ି‌େବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ: ଅର୍ଥ କାରବାରରେ ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଛାତ୍ରଙ୍କ ସମସ୍ୟା ସମାଧାନ ହେବ। ଦାମୀ ଜିନିଷ ପ୍ରତି ଧୢାନ ରଖନ୍ତୁ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨।

ମିଥୁନ: ଜୀବନରେ ନୂଆ ପରିବର୍ତ୍ତନ। ବ୍ୟବସାୟରେ ସଫଳ ହେବେ। ଦାଂପତ୍ୟ ଜୀବନ ମଧୁର। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।

କର୍କଟ: କିଛି ନୂଆ ଯୋଜନା କରିପାରନ୍ତି। ରାଜନୀତିରେ ମନୋକାମନା ପୂରା ହେବ। ଛାତ୍ରଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ସି˚ହ: ଦିନଟି ଲାଭ ଦେବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ଭେଟିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୧।

କନ୍ୟା: ସାମାଜିକ କାର୍ଯ୍ୟରେ ମନ ଲାଗିରହିବ। ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

ତୁଳା: ଶକ୍ତି ଓ ସାମର୍ଥ୍ୟକୁ କାର୍ଯ୍ୟରେ ଲଗାନ୍ତୁ, ସଫଳ ହେବେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଇଚ୍ଛା ପୂର୍ଣ୍ଣ ହେବ। ବନ୍ଧୁଙ୍କ ଜନ୍ମଦିନରେ ଯୋଗଦେବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ବିଛା: ପରିବାର ସହିତ ସମୟ ବିତିବ। ପୁଞ୍ଜି ବଜାରରେ ଲାଭ। ରାଜନୀତିରେ ସୁଖ୍ୟାତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ଧନୁ: ଲାଭବାନ୍ ହେବାର ଦିନଟିଏ। ଜୀବନରେ ସୁଧାର ଆସିବ। ପରିବାରରେ ଖୁସିର ବାତାବରଣ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମକର: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ। ବ୍ୟବସାୟିକ କାମରେ ଦୂର ଯାତ୍ରା। ପ୍ରେମ ପ୍ରସଙ୍ଗରେ ଖୁସି ରହିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

କୁମ୍ଭ: ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ଜରୁରୀ କାମ ଶେଷ ହେବ। ମହିଳାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୧।

ମୀନ: ଦିନଟି ଶୁଭଙ୍କର ହେବ। ପାରିବାରିକ ଅଶାନ୍ତିର ସମାଧାନ। ଚାକିରିଜୀବୀଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More