Only for Entertainment

ଜାଣନ୍ତୁ ଆଜିର ରାଶିଫଳ

28

ମେଷ: ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବୃଷ: ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଧିକାରୀ ଖୁସି ରହି‌େବ।

ମିଥୁନ: ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହଯୋଗରେ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟାବସାୟିକ କାର୍ଯ୍ୟରେ ଦୂରଯାତ୍ରା।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଆଗେଇବା ଲାଗି ନୂଆ ପ୍ରସ୍ତାବ ମିଳିବ। ଅଫିସ ଆଲୋଚନାରେ ନିଜ ମତ ଠିକ୍‌ ଭାବେ ଉପସ୍ଥାପନ କରିବେ। ଉଧାର ଟଙ୍କା ଫେରିପାଇବେ।

ସି˚ହ: ଆପଣଙ୍କ କୌତୁକିଆ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରିବ। କିଛି ନୂଆ କାର୍ଯ୍ୟରେ ମନୋନିବେଶ କରିବେ। ଆଶା ଠାରୁ ଅଧିକ ଲାଭ ମିଳିବ।

କନ୍ୟା: ସକରାତ୍ମକ ଭାବନା ରହିବ। ଆର୍ଥିକ ସଫଳତା ପାଇଁ ଯୋଜନା କରିବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ। ପ୍ରେମ ପ୍ରସଙ୍ଗରେ ସବୁକିଛି ଭଲ।

ତୁଳା: ଦିନଟି ଅନୁକୂଳ। ବୃତ୍ତିଗତ ଅଶାନ୍ତି ଦୂର ହେବ। ଧନ-ସ˚ପତ୍ତି ବଢ଼ିପାରେ। କର୍ମଜୀବୀ ମହିଳାଙ୍କୁ ପଦୋନ୍ନତିର ସୁଯୋଗ।

ବିଛା: ସକାରାତ୍ମକ ବିଚାର ଆସିବ। ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିପାରନ୍ତି।

ଧନୁ: ପରିବାରରେ ବଡ଼ମାନଙ୍କ ଠାରୁ ଆଶୀର୍ବାଦ ପାଇବେ। ଆୟ-ବ୍ୟୟ ସମାନ ରହିବ। ନୂଆ ଜିନିଷ କିଣିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମକର: ସୁଖ ଓ ଶାନ୍ତିରେ ଦିନଟି କଟିବ। ଅନ୍ୟମାନଙ୍କ ପ୍ରତି ଦୃଷ୍ଟିକୋଣ ସକରାତ୍ମକ ରହିବ। ଆପଣଙ୍କ କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ: ଇଚ୍ଛା ପୂରଣ ଲାଗି ପ୍ରୟାସ କରିବେ ଓ ସଫଳ ହେବେ। କାର୍ଯ୍ୟରେ ସଫଳତା। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

ମୀନ: ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିତ୍ରଙ୍କ ସହ କଥା ହେବେ। ନୂଆ କାମରେ ସଫଳତା ମିଳିବ। ଦାଂପତ୍ୟ ସଂପର୍କରେ ମଧୁରତା ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More