Only for Entertainment

ଜାଣନ୍ତୁ ଆଜିର ରାଶିଫଳ

67

ମେଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟାବସାୟିକ ମାମଲାରେ ଦୂର ଯାତ୍ରା।

ବୃଷ: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିବ।

ମିଥୁନ: ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

କର୍କଟ: ଅଧିକାରୀଙ୍କ ସହିତ କୌଣସି ବିଶେଷ ବିଷୟରେ କଥାବାର୍ତ୍ତା ହେବେ। ବେପାରୀଙ୍କୁ ଅଧିକ ଲାଭ ମିଳିବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ପାରିବାରିକ ଜୀବନ ସୁଖମୟ।

ସି˚ହ: ଅଫିସରେ ବ‌ାତାବରଣ ଠିକ୍‌ଠାକ୍‌ ରହିବ। ବରିଷ୍ଠଙ୍କ ସହିତ କୌଣସି ବିଷୟ ଉପରେ କଥାବାର୍ତ୍ତା ହେବେ। ବେପାରୀବର୍ଗଙ୍କୁ ଧନଲାଭର ସୁଯୋଗ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ବଢ଼ିଆ ରହିବ। ଅଧିକାରୀବର୍ଗଙ୍କ ସହିତ ସଂପର୍କ ବଢ଼ିବ। ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଆଇନ-କାନୁନ ମାମଲାରେ ବି‌େଶଷ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସ୍‌ କାମରେ ସହର ବାହାରକୁ ଯିବେ।

ବିଛା: ଯୋଗ୍ୟତା ଅନୁସାରେ ଫଳ ମିଳିବ। ଇ˚ଜିନିୟରଙ୍କୁ କୌଣସି କାମରେ ପ୍ରଚୁର ଧନଲାଭ ହୋଇପାରେ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ଧନୁ: କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ। ବିଶେଷ କାର୍ଯ୍ୟରେ କରିଥିବା ପରିଶ୍ରମରୁ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କର: ଅନ୍ୟମାନଙ୍କ ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିିମାନେ ସମ୍ମାନିତ ହୋଇପାରନ୍ତି। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।

କୁମ୍ଭ: ଅର୍ଥ ସମ୍ବନ୍ଧରେ ନିଜ ଲୋକଙ୍କ ଠାରୁ ପରାମର୍ଶ ମିଳିପାରେ। ବ୍ୟାବସାୟିକ ଯାତ୍ରାରେ ବାହାରକୁ ଯାଇପାରନ୍ତି। ନିଜ ପାଇଁ ଗୁରୁତ୍ବପୂର୍ଣ୍ଣ ଜିନିଷକୁ ଆୟତ୍ତରେ ରଖନ୍ତୁ।

ମୀନ: ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଆନ୍ତୁ; ଶୁଭ ହେବ। ଆପଣଙ୍କ ମନରେ ସକରାତ୍ମକ ବିଚାର ଆସିବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More