Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 47

ମେଷ:ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ପରିବାର ପାଇଁ ସମୟ ଦିଅନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ ଏବଂ ସମାଜରେ ପ୍ରତିଷ୍ଠା ବଢ଼ିବ।

ବୃଷ: ରବି ଓ ସୋମବାର: ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ମଙ୍ଗଳ ଓ ବୁଧବାର: ଧନ ଓ ମାନସମ୍ମାନ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ ଏବଂ ପୁଣ୍ୟ କାର୍ଯ୍ୟ କରିପାରନ୍ତି।

ମିଥୁନ: ରବି ଓ ସୋମବାର: କଳାତ୍ମକ ବିଷୟରେ ରୁଚି ରହିବ। ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ଆସିପାରେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

କର୍କଟ: ରବି ଓ ସୋମବାର: କୌଣସି ବଡ଼ ସଉଦା ହୋଇପାରେ। ମଙ୍ଗଳ ଓ ବୁଧବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।

 

ସିଂହ: ରବି ଓ ସୋମବାର: କ୍ୟାରିୟରର ଉନ୍ନତି ପାଇଁ ସମୟ ଭଲ। ମଙ୍ଗଳ ଓ ବୁଧବାର: ଅବସରର ଲାଭ ନିଅନ୍ତୁ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ ଏବଂ ପ୍ରେମ ସମ୍ବନ୍ଧ ଭଲ ରହିବ।

 

କନ୍ୟା: ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ନୂଆ କାମ ଶୁଭାରମ୍ଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ମଳିବ ଏବଂ ନୂଆ ସମ୍ବନ୍ଧ ଆରମ୍ଭ ହେବ।

ତୁଳା: ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ହେବ। ଗୁରୁ, ଶୁକ୍ର ଓ ଶନିବାର: ଯାତ୍ରା ଫଳପ୍ରଦ ଏବଂ ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ।

 

 


ବିଛା: ରବି ଓ ସୋମବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ପାଇଁ ସମୟ ଅନୁକୂଳ ଏବଂ ଆର୍ଥିକ ସ୍ଥିତି ଠିକ୍‌ ରହିବ।

 

ଧନୁ: ରବି ଓ ସୋମବାର: ଆୟରେ ଅଚାନକ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବିଦେଶରୁ ଭଲ ଖବର ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରୟାସରେ ସଫଳତା ମିଳିବ ଏବଂ ମନ ଖୁସି ରହିବ।

 

ମକର:ରବି ଓ ସୋମବାର: କାରବାରରେ ବିସ୍ତାର ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ଅଧିକାର ଆପଣଙ୍କ ଉପରେ ଦୟାଭାବ ରଖିବେ।

 

କୁମ୍ଭ: ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ସ୍ଥଗିତ ଥିବା କାମ ପୂରା ହେବ। ଗୁରୁ, ଶୁକ୍ର ଓ ଶନିବାର: ବିବାଦରୁ ମୁକ୍ତି ପାଇବେ ଏବଂ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

 


ମୀନ: ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ମଙ୍ଗଳ ଓ ବୁଧବାର: ନାମ ଓ ଯଶ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: କାରବାର ବୃଦ୍ଧି ହେବ ଏବଂ ଘରର ମାହୋଲ ଭଲ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More