Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 38

ରବି ଓ ସୋମବାର: ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ଶୁକ୍ର ଓ ଶନିବାର: ବେପାରୀବର୍ଗଙ୍କୁ ଧନଲାଭ ହେବ।

ରବି ଓ ସୋମବାର: ବିବାଦଠାରୁ ଦୂରେଇ ରହନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ।

ରବି ଓ ସୋମବାର: ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ବଡ଼ କମ୍ପାନି ସହିତ ସଉଦା କରିପାରନ୍ତି। ଶୁକ୍ର ଓ ଶନିବାର: କାମ ପ୍ରତି ସଚେତନ ରହନ୍ତୁ।

ରବି ଓ ସୋମବାର: ଜୀବନରେ ଉନ୍ନତି ପାଇଁ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଥିବା କାମ ପୂରା ହେବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

ରବି ଓ ସୋମବାର: ଭାବିଚିନ୍ତି ବଡ଼ ଫଇସଲାର ଅନ୍ତିମ ରୂପ ଦିଅନ୍ତୁ। ମଙ୍ଗଳ, ବୁଧ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ।


ରବି ଓ ସୋମବାର: କ୍ୟାରିୟରରେ ଉନ୍ନତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଅବସରର ଲାଭ ନିଅନ୍ତୁ। ଶୁକ୍ର ଓ ଶନିବାର: ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ଶୁକ୍ର ଓ ଶନିବାର: ଆପଣଙ୍କ କ୍ୟାରିୟର ଲାଗି କିଛି ଭଲ ହେବ।

ରବି ଓ ସୋମବାର: କାମରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ନିକଟ ସଂପର୍କୀୟଙ୍କ ଦ୍ଵାରା ଫାଇଦା ହେବ। ଶୁକ୍ର ଓ ଶନିବାର: ନୂଆ ପ୍ରସ୍ତାବ ଓ କାମ ପାଇବେ।

ରବି ଓ ସୋମବାର: ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଜୀବନସାଥୀ ଓ ବନ୍ଧୁମାନଙ୍କଠାରୁ ସ୍ନେହ ପାଇବେ।


ରବି ଓ ସୋମବାର: ଆୟରେ ଅଚାନକ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବିଦେଶରୁ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର: ଭାବିଥିବା କାମ ସହଜରେ ପୂରା ହେବ।

ରବି ଓ ସୋମବାର: ବେପାରରେ ଅଚାନକ ଫାଇଦା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ।

 

ରବି ଓ ସୋମବାର: ଚାକିରି ସମ୍ବନ୍ଧରେ ଶୁଭ ଖବର ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More