Only for Entertainment

ଜାଣନ୍ତୁ ଆଜିର ରାଶିଫଳ

29

ମେଷ: ଦିନଟି ଉତ୍ସାହ ଓ ପ୍ରେରଣାରେ ଭରିରହିବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

ବୃଷ: ଉପରିସ୍ଥ ଅଧିକାରୀଙ୍କ ସହ ସ˚ପର୍କ ବଢ଼ିବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ପାଇବେ। ବାହାରକୁ ଗଲାବେଳେ ସାବଧାନତାର ସହ ବାହାନ ଚଳାନ୍ତୁ।

ମିଥୁନ: ନୂଆ ଲୋକଙ୍କ ସହିତ ମଧୁର ଆଳାପ ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ।

 

କର୍କଟ: ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ବଢ଼ିବ। ପ୍ରେମ ସଫଳତା ହେବେ।

 

ସି˚ହ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ। ନିଜ କାମରେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

 

କନ୍ୟା: ଆପଣଙ୍କ ସକରାତ୍ମକ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। କାର୍ଯ୍ୟରେ ସଫଳ ରହିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

 

ତୁଳା: ଲୋକମାନଙ୍କ ବିଶ୍ବାସ ଆପଣଙ୍କ ପ୍ରତି ଅତୁଟ ରହିବ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଛାତ୍ରୀ ଖୁସି ମନ‌େର ରହିବେ।

 

ବିଛା: ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ କରିବା ଲାଗି ଭାଗ୍ୟର ସହଯୋଗ ପାଇବେ। ବୈବାହିକ ଜୀବନ ଭଲ ରହିବ।

 

ଧନୁ: ଇଷ୍ଟଦେବଙ୍କ ଆଶୀର୍ବାଦରୁ କାମ ସ˚ପୂର୍ଣ୍ଣ ହେବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ।

 

ମକର: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ଶେଷ ହେବ। ଧନ ଲାଭର ସ˚କେତ ମିଳିବ। ଘରକୁ କୁଣିଆ ଆସିପାରନ୍ତି।

 

କୁମ୍ଭ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଲାଗି ରହିଥିବା ବିବାଦର ସାମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ।

 

ମୀନ: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ସ୍ଥଗିତ କାମ ପୂରା ହେବ। ପ୍ରେମ ସଂପର୍କ ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More