Only for Entertainment

ଏ ସପ୍ତାହ କିପରି କଟିବ

womens health
0 56

ମେଷ: ରବି ଓ ସୋମବାର: ଉପାର୍ଜନ ପାଇଁ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ଶୁକ୍ର ଓ ଶନିବାର: ଉନ୍ନତିର ନୂଆ ଅବସର ମିଳିବ।

ବୃଷ: ରବି ଓ ସୋମବାର: ପୁରୁଣା ଚିନ୍ତା ସମାପ୍ତ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ଶୁକ୍ର ଓ ଶନିବାର: ଆୟ ବଢ଼ିବ ଏବଂ ଘରର ବାତାବରଣ ଠିକ୍‌ ରହିବ।

ମିଥୁନ: ରବି ଓ ସୋମବାର: ପ୍ରେମ ଆଳାପ ପାଇଁ ସମୟ ଭଲ। ମଙ୍ଗଳ, ବୁଧ ଓ ଗୁରୁବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଶୁକ୍ର ଓ ଶନିବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କର୍କଟ: ରବି ଓ ସୋମବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଶୁକ୍ର ଓ ଶନିବାର: ରାଜନୈତିକ ସୀମା ବଢ଼ିବ ଏବଂ ସ୍ୱାସ୍ଥ୍ୟରେ ଯତ୍ନ ନିଅନ୍ତୁ।

ସିଂହ: ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ କାମରେ ସକାରାତ୍ମକ ନଜର ଆସିବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

କନ୍ୟା: ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶୁକ୍ର ଓ ଶନିବାର: ପରିଶ୍ରମର ଫଳ ଦ୍ଵିଗୁଣା ପାଇବେ।

ତୁଳା:ରବି ଓ ସୋମବାର: ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ, ବୁଧ ଓ ଗୁରୁବାର: ସମାଜରେ ମାନସମ୍ମାନ ପାଇବେ। ଶୁକ୍ର ଓ ଶନିବାର: କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ।

ବିଛା:ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଶୁକ୍ର ଓ ଶନିବାର: ବହୁତ ଭଲ ଅନୁଭବ କରିବେ।

ଧନୁ: ରବି ଓ ସୋମବାର: ଧନଲାଭର ନୂଆ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କର କାମ ପୂରା ହେବ। ଶୁକ୍ର ଓ ଶନିବାର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ।

ମକର: ରବି ଓ ସୋମବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: କ୍ୟାରିୟର ସମ୍ବନ୍ଧିତ ଭଲ ଖବର ପାଇବେ। ଶୁକ୍ର ଓ ଶନିବାର: ଚାକିରି ପାଇଁ ସମୟ ଅନୁକୂଳ।

କୁମ୍ଭ: ରବି ଓ ସୋମବାର: ଆର୍ଥିକ ଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଶୁକ୍ର ଓ ଶନିବାର: ଆୟ ବୃଦ୍ଧି ହେବ ଏବଂ ଜୀବନସାଥୀଙ୍କ ସୁଖ ପାଇବେ।

ମୀନ: ରବି ଓ ସୋମବାର: ଆୟର ନୂଆ ପ୍ରସ୍ତାବ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କାର୍ୟ୍ୟରେ ଯୋଗଦାନ କରିବେ। ଶୁକ୍ର ଓ ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More