Only for Entertainment

ହଟ ଏବଂ ବୋଲ୍ଡ ଅନ୍ଦାଜରେ ଚିକିନି ଚମେଲି ଗୀତରେ ଡ୍ୟାନ୍ସ କଲେ ଉର୍ବସୀ, ଦେଖିଲେ ହୋସ ଉଡ଼ିଯିବ ।

youtube
32

ନିକଟରେ ସୋନି ମ୍ୟୁଜିକ ଭାରତର ଡ୍ୟାନ୍ସ ପ୍ରୋଜେକ୍ଟର ସପ୍ତମ ଏପିସୋଡ ଶେଷ ହୋଇଛି । ଏହି ଇଭେଂଟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଉର୍ବସୀ । ଚିକିନି ଚମେଲି ଗୀତରେ ଜବରଦସ୍ତ ଡ୍ୟାନ୍ସ ପର୍ଫମ କରି ମଂଚରେ ଅଭିନେତ୍ରୀ ନିଆଁ ଲଗାଇ ଦେଇଛନ୍ତି କହିଲେ ଭୁଲ ହେବ ନାହିଁ । ଯଦିଓ ପୂର୍ବରୁ କ୍ୟାଟ୍ରିନାଙ୍କୁ ଏହି ଗୀତରେ ସାନଦାର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ତଥାପି ଉର୍ବସୀଙ୍କ ଏହି ଡ୍ୟାନ୍ସ ଦେଖିବା ପରେ ଆପଣ ମଧ୍ୟ ତାଙ୍କର ଦିୱାନା ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More