Only for Entertainment

ପ୍ରସ୍ତୁତ କରନ୍ତୁ ଆପେଲ ଟି ।

turkish bazaar
0 57

ଯଦି ଆପଣଙ୍କ ମନ ହେଉଛି କିଛି ଗରମ ଗରମ ପାନୀୟ ପିଇବା ପାଇଁ ତେବେ ଆପଣ ହଟ ଆପେଲ ଟି ପ୍ରସ୍ତୁତ କରିପାରନ୍ତି । ଏହା ପ୍ରସ୍ତୁତ କରିବା ଖୁବ ସରଳ ଅଟେ ।

ସାମଗ୍ରୀ:
ସେଓ-ଆବଶ୍ୟକ ମୁତାବକ
ସେଓ ଜୁସ- ୫୦୦ମିଲି
ଟିବ୍ୟାଗ-୧

ପ୍ରସ୍ତୁତପ୍ରଣାଳୀ:
୧.ଏକ ସେଓ ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ।
୨.ମଧ୍ୟମ ଆଂଚରେ ଏକ ପାତ୍ର ବସାଇ ୫୦୦ମିଲି ଆପେଲ ଜୁସ, କଟା ଯାଇଥିବା ସେଓ ଏବଂ ଚା ବ୍ୟାଗ ପକାଇ ଫୁଟାନ୍ତୁ ।
୩. ଏହି ମିଶ୍ରଣକୁ ଗ୍ଲାସରେ ଢାଳି ଆପେଲ ଖଣ୍ଡ ସହ ଗାର୍ନିଶ କରନ୍ତୁ ।
୪.ବର୍ତ୍ତମାନ ଆପଣଙ୍କ ହଟ ଆପେଲ ଟି ପ୍ରସ୍ତୁତ ହୋଇଯାଇଛି । ଏହାକୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More