Only for Entertainment

ଘରେ ବସି ଆପଣ ମଧ୍ୟ ଖେଳି ପାରିବେ କେବିସି, ଏହା ହେଉଛି ଉପାୟ…

indianexpress
0 33

‘କୌନ ବନେଗା କରୋଡ ପତି’ରେ କେବଳ କଣ୍ଟେଷ୍ଟେଣ୍ଟ ହିଁ ନୁହଁନ୍ତି ବରଂ ସାଧାରଣ ଦର୍ଶକ ମଧ୍ୟ ଘରେ ବସି ଖେଳି ପାରିବେ । ସେଥିପାଇଁ ଆପଣଙ୍କୁ କିଛି ଷ୍ଟେପ ନେବାକୁ ପଡିବ ।

  • ସର୍ବପ୍ରଥମେ ଆପଣଙ୍କୁ ମୋବାଇଲ ପ୍ଲେ ଷ୍ଟୋରରୁ SONYLIV APP ଡାଉନଲୋଡ କରିବାକୁ ପଡିବ ।
  • ଆପ ଡାଉନଲୋଡ କରିବା ପରେ ଏହି ଆପରେ ରେଜିଷ୍ଟ୍ରେସନ କରନ୍ତୁ । ରେଜିଷ୍ଟେସନରେ ନିଜ ନାମ, ଜନ୍ମ ତାରିଖ, ଫଟୋ ଇତ୍ୟାଦି ଦିଅନ୍ତୁ ।
  • ଏହାପରେ ଆପଣଙ୍କୁ ଲାଇଭ ପ୍ରଶ୍ନ ପଚରା ଯିବ, ଯେଉଁ ପ୍ରଶ୍ନ ଗୁଡିକ ଏପିସୋଡରେ ପଚରା ଯାଉଥିବ ।
  • ପ୍ରଶ୍ନର ସଠିକ ଉତ୍ତର ଦେଉଥିବା ୟୁଜର୍ସଙ୍କୁ ତାଙ୍କ ସ୍କୋର ଆଧାରରେ ସମ୍ପର୍କ କରାଯିବ ଏବଂ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।
  • ହଟ ସିଟ ପରିବର୍ତ୍ତେ ଘରି ବସି ଖେଳିବାକୁ ଏକ ନାମ ଦିଆଯାଇଛି । ଏହାର ନାମ ହେଉଛି ‘ଘର ବୈଠେ ଜିତୋ ଜ୍ୟାକପଟ’ ।
  • ଏହି ଜ୍ୟାକପଟ ବିଜେତା ପୁରସ୍କାର ଭାବେ ଆମେରିକା ଟ୍ରିପ, ସ୍କୁଟର, ଏକ ଲକ୍ଷ ଟଙ୍କାର ଆମାଜୋନ ଭାଉଚର, ଜିଓ ଡାଟା ପ୍ୟାକ ଆଦି ଜିତି ପାରିବେ ।

ଚଳିତ ସପ୍ତାହର ସୋମବାର ଠାରୁ କେବିସିର ଦଶମ ସିଜିନ ଆରମ୍ଭ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More