Only for Entertainment

ଗୋଟିଏ ଏପିସୋଡ ପାଇଁ ସବୁଠାରୁ ଅଧିକ ଫିସ ନିଅନ୍ତି ଏହି କନ୍ନଡ଼ ଆଙ୍କର ।

aajtak
23

କନ୍ନଡ଼ ଟେଲିଭିଜନ ଆଙ୍କର ଅନୁଶ୍ରୀ ଏବେ ଖୁବ ଚର୍ଚ୍ଚାରେ । ସେ ଏଭଳି ଜଣେ ଟିଭି ଆକ୍ଟର ଯିଏ ତାଙ୍କ ହୋଷ୍ଟିଂ ଷ୍ଟାଇଲରେ ସମସ୍ତଙ୍କୁ ଦିୱାନା କରି ଦେଇଛନ୍ତି । ଏବେ ସେ ହାଇଏଷ୍ଟ ପେଡ ଆଙ୍କର । ପ୍ରତ୍ୟେକ ଏପିସୋଡ ପାଇଁ ସେ ମୋଟା ଟଙ୍କା ନିଅନ୍ତି । ତେବେ ଏହାର ଖୁଲାସା ସେ ଏକ ଇଂଟରଭ୍ୟୁରେ କରିଛନ୍ତି ।

କ ଇଂଟରଭ୍ୟୁରେ ଅନୁଶ୍ରୀ କହିଛନ୍ତିଯେ ସିଙ୍ଗିଙ୍ଗ ରିଆଲିଟି ଶୋ ସାରେଗାମାପା ତାଙ୍କ ଜୀମନ ବଦଳାଇ ଦେଇଛି । ରିପୋର୍ଟ ଅନୁସାରେ ଆଙ୍କର ଅନୁଶ୍ରୀଙ୍କୁ ପ୍ରତି ଏପିସୋଡ ପାଇଁ ୬୦ରୁ ୭୦ ହଜାର ଟଙ୍କା ମିଳୁଛି । ଅନୁଶ୍ରୀ ଫିସ କ୍ଷେତ୍ରରେ ମାଷ୍ଟର ଆନନ୍ଦ, ଅକୁଲ ବାଲାଜୀ ଏବଂ ସୁରଜନ ଲୋକେଶଙ୍କ ଭଳି ଆଙ୍କରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏବେ ସେ ହାଇଏଷ୍ଟ ପେଡ ଆଙ୍କର ହୋଇ ସାରିଛନ୍ତି । ଲୋକଙ୍କୁ ଅନୁଶ୍ରୀଙ୍କ ହୋଷ୍ଟିଙ୍ଗ ଷ୍ଟାଇଲ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More