Only for Entertainment

କେବିସିରେ ରେଜିଷ୍ଟ୍ରେସନ କରିବେ କିଭଳି? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ।

aajtak
0 51

ସୋନି ଟିଭିରେ ଖୁବ ଶୀଘ୍ର ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରିୟାଲିଟି ଶୋ କୌନ ବନେଗା କରୋଡ଼ପତି । କେବିସି ଅଫିସିଆଲ ୱେବସାଇଟରେ ଖୁବଶୀଘ୍ର ରେଜିଷ୍ଟ୍ରେସନ ତାରିଖ ଘୋଷଣା କରାଯିବ । ଏହାର ଅଡିସନ ପ୍ରକ୍ରିୟା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେଣୁ ୱେବସାଇଟରେ ଆସୁଥିବା ଅପଡେଟେସନ ପ୍ରତି ଧ୍ୟାନ ଦେବା ଉଚିତ ।

ପ୍ରଥମେ କେବିସି.ସୋନିଲାଇଭ.କମରେ ଯାଆନ୍ତୁ । ଏହାପରେ କେବିସି ରେଜିଷ୍ଟ୍ରେସନ ୨୦୧୮ ଲିଙ୍କରେ କ୍ଲିକ କରନ୍ତୁ । ଏହାପରେ ଓପନ ବଟନରେ କ୍ଲିକ କରନ୍ତୁ । ଏବେ ରେଜିଷ୍ଟ୍ରେସନ ଫର୍ମ ଆପଣଙ୍କ ସାମ୍ନାରେ ଦେଖାଯିବ । ଏହାକୁ ଧ୍ୟାନର ସହିତ ପୂରଣ କରନ୍ତୁ ଏବଂ ସବମିଟ ବଟନରେ କ୍ଲିକ କରନ୍ତୁ । ଏହାପରେ ଏକ ମେସେଜ ଆସିବ ଯେଉଁଥିରେ ରେଜିଷଷ୍ଟ୍ରସନ ପୂରା ହୋଇଥିବା କଥା ଲେଖା ଯାଇଥିବ ।

ଅଫଲାଇନରେ ମଧ୍ୟ ଏହାକୁ କରିପାରିବେ । ପ୍ରତିଯୋଗୀ ଆଇବିଆର ଦ୍ୱାରା ଆବେଦନ କରିପାରିବେ । ସରକାରୀ ଅଧିସୂଚନାର ଉପଯୋଗ କରି ମଧ୍ୟ ବ୍ୟବହାର କରିପାରିବେ । ଏମଏମଏସ ଦ୍ୱାରା ମଧ୍ୟ ଆବେଦନ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More