Only for Entertainment

କେଉଁଭଳି ଯାଆନ୍ତି କାନ୍ସ?ସାଧାରଣ ବ୍ୟକ୍ତି ମଧ୍ୟ ପ୍ରବେଶ ପାଇପାରିବେ ।

aajtak
0 44

ଏହି କାର୍ଯ୍ୟକ୍ରମରେ ପ୍ରାୟତଃ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ୟକ୍ତିମାନେ ପ୍ରବେଶ କରିଥାନ୍ତି । କିନ୍ତୁ ଏଭଳି କିଛି ଅଭିନେତା ଅଛନ୍ତି ଯେଉଁମାନେ ଲମ୍ବା ସମୟ ଧରି ଫିଲ୍ମରେ ନଜର ଆସିନଥିଲେ ମଧ୍ୟ ରେଡ କାର୍ପେଟରେ ପ୍ରବେଶ କରନ୍ତି । ତେବେ ସାଧାରଣ ବ୍ୟକ୍ତି ମଧ୍ୟ ଯୋଗ ଦେଇପାରିବେ କିନ୍ତୁ ସେଥିପାଇଁ କିଛି ସମସ୍ୟା ସମ୍ମୁଖୀନ କରିବାକୁ ପଡ଼ିବ ।

ଯଦି ଆପଣ ଏହି କାର୍ଯ୍ୟକ୍ରମ ସ୍ପନ୍ସର କରୁଥିବା କୌଣସି ବ୍ରାଣ୍ଡ୍ର ବ୍ରାଣ୍ଡ ଆମ୍ବାସେଡର ତେବେ ଆପଣଙ୍କୁ ରେଡ କାର୍ପେଟରେ ଚାଲିବାର ସୁଯୋଗ ମିଳିବ । ଅଧିକ ଲୋକ ରେଡ କାର୍ପେଟରେ ଫଟୋ ଉଠାଇବାକୁ ଚାହାଁନ୍ତି ସେଥିପାଇଁ ଏକ ଟିକେଟ କରିବାକୁ ପଡ଼ିଥାଏ ।ଯାହା ଦ୍ୱାରା ଆପଣ ବ୍ୟାରିକେଡ ମଧ୍ୟକୁ ଯାଇପାରିବେ ।

ଯଦି ଆପଣ ଜଣେ ଫିଲ୍ମ ନିର୍ମାତା ଏବଂ ଯଦି ଆପଣଙ୍କ କୌଣସି ଫିଲ୍ମ ବା ସର୍ଟ ଫିଲ୍ମ କୌଣସି କ୍ୟାଟେଗୋରିରେ ପ୍ରତିଯୋଗୀତାର ଭାଗୀଦାର ତେବେ ଆପଣଙ୍କୁ ପ୍ରବେଶ ମିଳିବ ।

କୌଣସି କ୍ୟାଟେଗୋରିକୁ ଜଜ କରୁଥିବା ଜ୍ୟୁରିଙ୍କୁ ପ୍ରବେଶ ମିଳିଥାଏ ।

ଯଦି ଆପଣ ଇଣ୍ଡିଆନ ଡେଲିଗେସନ ତରଫରୁ ,ତେବେ ଆପଣ ଯାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More