Only for Entertainment

ଖରାପ ଶକ୍ତିରୁ ଦୂରେଇ ରଖିବ ଲବଙ୍ଗ

amarujala
251

ବାସ୍ତୁ ଶାସ୍ତ୍ରକୁ ନେଇ ଆମେ ଆପଣଙ୍କୁ ବିଭିନ୍ନ କଥା ଜଣାଇଥାଉ । ଯେଉଁଥିରୁ କେଉଁଟି ଖରାପ ଏବଂ କେଉଁଟି ଭଲ ତାହା ହୁଏତ ଆପଣ ଅନୁମାନ କରିପାରିବେ । ଆଜି ମଧ୍ୟ ଆମେ ଆପଣଙ୍କୁ ସେହିଭଳି କିଛି ବାସ୍ତୁ ଶାସ୍ତ୍ର ବିଷୟରେ ଜଣାଇବୁ, ଯାହା ଲବଙ୍ଗ ସହିତ ଜଡ଼ିତ । ତେବେ ଆସନ୍ତୁ ଆଲୋଚନା କରିବା ଲବଙ୍ଗକୁ ନେଇ କ’ଣ କହେ ବାସ୍ତୁ ।

 

  • ପିଲାଙ୍କ ଉପରେ ଲାଗିଥିବା ନଜର ଦୋଷ ଦୂର କରିବା ପାଇଁ ରବିବାର ଓ ମଙ୍ଗଳବାର ଗୋଟିଏ ଲବଙ୍ଗକୁ ତା‘ ଉପରେ ବୁଲାଇ ଫୋପାଡ଼ି ଦିଅନ୍ତୁ। 
  •  ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଛି ତେବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୋଟିଏ ଲବଙ୍ଗ ନିଜ ଉପରେ ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ।
  •  ଭଗବାନଙ୍କ ଆରତି କରିବା ସମୟରେ ଦୀପରେ ୨ଟି ଲବଙ୍ଗ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସବୁ ଅଧା କାମ ପୂରା ହୋଇଯାଇଥାଏ।
  • ଧନ ପ୍ରାପ୍ତି ପାଇଁ ଲବଙ୍ଗର ଉପାୟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ୨ଟି ଲବଙ୍ଗକୁ ସୋରିଷ ତେଲର ଦୀପରେ ପକାଇ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More