Only for Entertainment

ନିଶା ଅଭ୍ୟାସରୁ ଦୂରେଇ ରଖେ ଏହି ମୂଦ୍ରା ।

amarujala
26

ଅଧିକ ସମୟରେ ଅଧିକ ମାତ୍ରାରେ ନିଶାପାନ କରିବା ଦ୍ୱାରା ଲିଭର ଖରାପ ହେବା, କାମରେ କ୍ଷମତା କମ ହୋଇଯିବା ଏବଂ ନକମରାତ୍ମକ ବ୍ୟବହାର ବଢିବା ଭଳି ସମସ୍ୟା ଦେଖାଦିଏ । ଏହା ଦ୍ୱାରା ସଂପର୍କ ଉପରେ ଖରାପ ପ୍ରଭାବ ପଡ଼େ । କାଳେଶ୍ୱର ମୂଦ୍ରା ନିଶା ଅଭ୍ୟାସକୁ ଛଡ଼ାଇଥାଏ ଏବଂ ସକରାତ୍ମକ ଭାବନା ସୃଷ୍ଟି କରିଥାଏ ।


ଦୁଇ ହାତର ଆଙ୍ଗୁଠିକୁ ମିଶାଇ ଦୁଇ ମଧ୍ୟମ ଆଙ୍ଗୁଠିକୁ ଉପରକୁ କରନ୍ତୁ ଏବଂ ବୁଢା ଆଙ୍ଗୁଠିକୁ ମିଶାନ୍ତୁ ଏବଂ ଅନ୍ୟ ସମସ୍ତ ଆଙ୍ଗୁଠିକୁ ତଳକୁ କରନ୍ତୁ । ଆଙ୍ଗୁଠିକୁ ଛାତି ସାମ୍ନାରେ ରଖି କହୁଣୀକୁ ପାଶ୍ୱର୍ରେ ରଖନ୍ତୁ । ଏହି ମୂଦ୍ରାରେ ୧୦ ଥର ଗଭୀର ନିଃଶ୍ୱାସ ନେଇ ଛାଡ଼ନ୍ତୁ । ଶ୍ୱାସ ନେବା ଆଣିବା କରିବା ମଧ୍ୟରେ ଶ୍ୱାସକୁ କିଛି ସମୟ ପାଇଁ ରଖନ୍ତୁ (ଯେତେ ସେକେଣ୍ଡ ସମ୍ଭବ) । ଏହାକୁ ପ୍ରାୟ ୧୫ ମିନିଟ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More