Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ପନିର ଗାର୍ଲିକ ମିନି କୁଲଚା ।

Veg Recipes of India
56

ପ୍ରଥମେ ଏକ ମିକ୍ସିଂ ବାଉଲରେ ୩୫୦ ଗ୍ରାମ ମଇଦା, ୧ ଚାମଚ ବେକିଂ ସୋଢା, ୧ ଚାମଚ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏଥିରେ ୩୦୦ ଗ୍ରାମ ଦହି ମିଶାନ୍ତୁ । ଏବେ ୫୦ ମିଲି ପାଣି ପକାଇ ଭଲ ଭାବରେ ଡଫ ପ୍ରସ୍ତୁତ କରନ୍ତୁ ।

ଏବେ ଅନ୍ୟ ଏକ ପାତ୍ରରେ ୧୩୦ ଗ୍ରାମ ମୋଜେରିଲା ଚିଜ, ୩୦ ଗ୍ରାମ ରସୁଣ, ୧ ଚାମଚ କଂଚା ଲଙ୍କା କଟା ଏବଂ ୧ ଚାମଚ ଚାଟ ମସଲା ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ରଖିôଥିବା ମଇଦାକୁ ଗୋଲ ଗୋଲି କରି ସେହି ପୂର ଦେଇ ହାତରେ ଚେପେଟା କରିଦିଅନ୍ତୁ । ଏବେ ଏହାକୁ ବେକିଂ ଟ୍ରେ ଉପରେ ରଖି ବଟର ସ୍ପ୍ରେ କରନ୍ତୁ । ଏହାକୁ ତାୱାରେ ମଧ୍ୟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More