Only for Entertainment

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ କରନ୍ତୁ ଏହି କାମ ।

47

ଆର୍ଥିକ ସମସ୍ୟା ସମସ୍ତଙ୍କ ନିକଟରେ ଦେଖାଦିଏ । ତେଣୁ ଏହା ଦ୍ୱାରା ଅନ୍ୟ କେତେକ ସମସ୍ୟା ମଧ୍ୟ ଯୋଡ଼ି ହୋଇଯାଏ । ଯଦି ଏହି ସମସ୍ୟା ଦୂର ହୋଇଯିବ ତେବେ ଆପଣ ନିହାତି ଭାବରେ ଚିନ୍ତାମୁକ୍ତ ହୋଇ ରହିପାରିବେ ।

ପର୍ସରେ ଗୋଟେ ଛୋଟ ଅଇନା ଲଗାଇ  ଦିଅନ୍ତୁ।  ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ । ଯଦି ଆପଣଙ୍କ ଘରେ ପାଣି ଟ୍ୟାପ ଲିକ୍‌ ହୋଇ ପାଣି ବହୁଥିବ କିମ୍ବା ଏହାକୁ ଅନବରତ ଖୋଲି ରଖୁଥିବେ ତେବେ ଏହା ଆପଣଙ୍କ ଆର୍ଥିକ ହାନିର କାରଣ ପାଲଟିପାରେ।

ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରର କାନ୍ଥରେ ଭୁଲରେ ଦକ୍ଷିଣ ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ସେହିପରି ଯେଉଁ ଘରେ ଘରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ଘରର ଯେକୌଣସି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ଭାବେ ଗ୍ରହଣ କରାଯାଏ । ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ଘଟିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More