Only for Entertainment

ଓସ୍କାର ୨୦୧୮ : ଏହି ତାରିଖରେ ହେବ ଲାଇଭ ଟେଲିକାଷ୍ଟ ।

techopti
0 50

ଫିଲ୍ମରେ ପ୍ରଦାନ କରାଯାଉଥିବା ପ୍ରତିଷ୍ଠିତ ଓସ୍କାର ଆୱାର୍ଡ ୪ମାର୍ଚ୍ଚରେ ଘୋଷଣା କରାଯିବ । ଏହା ପୂର୍ବେ ଆମେ ଆପଣଙ୍କ କହି ରଖୁଛୁ ଯେ କିଭଳି ଆପଣ ଲାଇଭ ଓସ୍କାର ଆୱାର୍ଡ ସେରେମନି ଦେଖିପାରିବେ ।

ଓସ୍କାର ଆୱାର୍ଡର ପ୍ରସାରଣ ଆପଣ ABC ଚ୍ୟାନେଲରେ ୪ମାର୍ଚ୍ଚରେ ଦେଖି ପାରିବେ । ଯଦି ଆପଣ ଟିଭିରେ ଏହି ଆୱାର୍ଡ ସୋ ନଦେଖି ପାରନ୍ତି ତେବେ ଆପଣ ଲାଇଭ ସ୍ଟ୍ରିମିଂ ଜରିଆରେ ମଧ୍ୟ ଦେଖି ପାରିବେ । ଏଥିପାଇଁ ABC Goକୁ ଯାଇ ABC ଆପ  ଡାଉନଲୋଡ କରିପାରିବେ ।

୯୦ତମ ଏକାଡେମୀ ଆୱାର୍ଡର ହୋଷ୍ଟ ରୂପରେ ଜିମ୍ମି କିମେଲଙ୍କୁ ନିୟୋଜିତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More