Only for Entertainment

ଆନନ୍ଦ ଏଲ ରୟଙ୍କ ଫିଲ୍ମକୁ ରିଜେକ୍ଟ କରିଦେଲେ ହ୍ରିତିକ ରୋଶନ?

23

ଶେଷ ଥର ହ୍ରିତିକ ରୋଶନଙ୍କୁ ଫିଲ୍ମ ‘ୱାର’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଦୁଇଜଣଙ୍କ ଅନ ସ୍କ୍ରିନ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହି ଫିଲ୍ମକୁ ୱାର୍ଲଡ ୱାଇଲଡ ଗ୍ରାଣ୍ଡ ସକସେସ ମିଳିଥିଲା । ଅଭିନୟ ସାଙ୍ଗକୁ ଆକ୍ସନ ଏବଂ ଡ୍ୟାନ୍ସରେ ଦର୍ଶକଙ୍କ ମନ କିଣି ସାରିଛନ୍ତି ଏହି ଦୁଇ ଆକ୍ଟର । କହିରଖୁଛୁ ଏକା ସାଙ୍ଗରେ କାମ କରିଥିଲେ ମଧ୍ୟ ଟାଇଗର ସ୍ରଫ ହ୍ରିତିକ ରୋଶନଙ୍କୁ ନିଜର ଗୁରୁ ବୋଲି ଭାବନ୍ତି ।

କହିରଖୁଛୁ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ପୂର୍ବ ଫିଲ୍ମ ଜିରୋ ବକ୍ସ ଅଫିସରେ ଖରାପ ଭାବରେ ଫ୍ଲପ ହୋଇଥିଲା । କିନ୍ତୁ ଏହିଥର ସେ ହ୍ରିତିକ ରୋଶନ, ସାରା ଅଲି ଖାନ ଓ ଧନୁଷଙ୍କୁ ନେଇ ଭିନ୍ନ କିଛି କରିବାକୁ ଚାହୁଁଥିଲେ । କିନ୍ତୁ ଲାଗୁଛି ଗୋଟିଏ କମି ରହିଗଲା । କାରଣ ହ୍ରିତିକ ରୋଶନ ଏହାକୁ ମନା କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More