Only for Entertainment

ଗଭୀର ହେବାକୁ ଲାଗିଛି ସୁଜେନ ଏବଂ ହ୍ରିତିକଙ୍କ ସମ୍ପର୍କ, ବିବାହ ନା ଆଉ କିଛି !

amarujala
0 42

ହ୍ରିତିକ ଏବଂ ସୁଜନଙ୍କ ଅଲଗା ହେବା ଏହାମଧ୍ୟରେ ଅନେକ ଦିନ ବିତିଗଲାଣି, ମାତ୍ର ଯେତେବେଳେ ବି ଦୁହିଁଙ୍କୁ ସୁଯୋଗ ମିଳେ ଦୁହେଁ ତାଙ୍କ ଛୁଆ ମାନଙ୍କ ସହ ସମୟ ବିତେଇବାକୁ ପଛାନ୍ତି ନାହିଁ । ପୁଣିଥରେ ଦୁହିଁଙ୍କୁ ସେମାନଙ୍କ ପିଲାଙ୍କ ସହ ଛୁଟି ମନାଉଥିବାର ଫଟୋ ନଜରକୁ ଆସିଛି ।

hritik-sussanne-airport_1522125493

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବିଗତ କିଛି ଦିନ ହେବ ହ୍ରିତିକ ତାଙ୍କ ଆଗାମୀ ଫିଲ୍ମ ‘ବନାରସ’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମ ସୁଟିଂ ମଧ୍ୟରେ କିଛି ସମୟ ବାହାର କରି ଫ୍ୟାମିଲି ସହ କ୍ୱାଲିଟି ଟାଇମ ବିତାଇବା ଲାଗି ଗୋଆ ଯାଇଥିଲେ ।

hritik-sussanne-airport_1522125437

ଫଟୋରେ ହ୍ରିତିକ ଏବଂ ସୁଜେନ ତାଙ୍କର ପୁଅ ରେହାନ ଏବଂ ରେଧାନଙ୍କ ସହ ଏବଂ ଜାୟେଦ ଖାନ ତାଙ୍କ ପତ୍ନୀ ଏବଂ ପୁଅ ସହ ନଜର ଆସିଥିଲେ । ସମସ୍ତେ ଖୁସି ନଜର ଆସିଥିଲେ । ଖବର ମୁତାବକ ହ୍ରିତିକ ଏବଂ ସୁଜେନଙ୍କ ମଧ୍ୟରେ ଏବେ ଦୂରତା ସମାପ୍ତ ହେବାରେ ଲାଗିଛି ।

hritik-sussanne-airport_1522125621

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ହ୍ରିତିକ ଏବଂ ସୁଜେନଙ୍କର ୨୦୧୪ରେ ଛାଡପତ୍ର ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଦେଖିବାକୁ ମିଳିଥିଲା । ମାତ୍ର କିଛି ଦିନ ହେବ ଏହି ଯୋଡିଙ୍କର ବିବାହ ବିୟେରେ ଚର୍ଚ୍ଚା ମଧ୍ୟ ଖୁବ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More