Only for Entertainment

ଦୁନିଆର ଟପ ୫ ହ୍ୟାଣ୍ଡସମ ପୁରୁଷଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କଲେ ହ୍ରିତିକ

313

ବଲିଉଡ ଆକ୍ଟର ହ୍ରିତିକ ରୋଶନ କେବଳ ଭାରତରେ ନୁହେଁ ବରଂ ସାରା ଦେଶରେ ଦମଦାର ଅଭିନୟ ଏବଂ ନିଜ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ବେଶ୍ ଜଣାଶୁଣା । ସେ ତାଙ୍କ ଲୁକ ଏବଂ ଅଭିନୟ ପାଇଁ ଦର୍ଶକଙ୍କ ହୃଦରେ ରାଜ୍ କରୁଛନ୍ତି । ନିକଟରେ ଫିଲ୍ମ ସୁପର ୩୦ରେ ସୁନ୍ଦର ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରିଛନ୍ତି କହୋ ନା ପ୍ୟାର ହୈ’ର ଏହି ହ୍ୟାଣ୍ଡସମ ତାରକା ।

ହ୍ରିତିକ ନିକଟରେ ଅଗଷ୍ଟ ୨୦୧୯ରେ ଟପ ୫ ମୋଷ୍ଟ ହ୍ୟାଣ୍ଡସମ ମେନ ଇନ ଦ ୱାର୍ଲଡରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ତେବେ ଏଥିପାଇଁ ସେ ହକଦାର ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଆଗାମୀ ଦିନରେ ହ୍ରିତିକ ଏବଂ ଟାଇଗର ସ୍ରଫଙ୍କୁ ଫିଲ୍ମ ୱାର’ରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More