Only for Entertainment

ଡିଭୋର୍ସର ୪ ବର୍ଷ ପରେ ପୂର୍ବ ପତ୍ନୀଙ୍କୁ ମନେ ପକାଇଲେ ହ୍ରିତିକ,ଫଟୋ ଶେୟାର କରି ଲେଖିଲେ ଇମୋଶନାଲ ପୋଷ୍ଟ ।

timesnow
27

ହ୍ରିତିକ ରୋଶନ ଏବଂ ସୁଜୈନଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ ।୧୪ ବର୍ଷ ପରେ ସଂପର୍କ ଚାଲିବା ପରେ ୪ ବର୍ଷ ପୁର୍ବରୁ ଡିଭୋର୍ସ ହୋଇଛି ।ଫ୍ୟାନ୍ସଙ୍କ ଏହି ପ୍ରିୟ ଯୋଡ଼ି ଅଲଗା ହୋଇ ଯାଇଛନ୍ତି ।୨୦୧୪ରେ ଦୁଇଜଣ ପରସ୍ପରଠାରୁ ଡିଭୋର୍ସ ନେବା ପରେ ଏବେ ମଧ୍ୟ ଉଭୟ ଉଭୟଙ୍କୁ ଭଲ ବନ୍ଧୁ ଭାବନ୍ତି ।ଦୁଇ ଜଣଙ୍କର ବନ୍ଧୁତା ଏବେ ମଧ୍ୟ ପୂର୍ବ ଭଳି ରହିଥିବା ମଝିରେ ମଝିରେ ହ୍ରିତିକଙ୍କ ପୋଷ୍ଟରୁ ଜଣାପଡ଼େ ।

 

ନିକଟରେ ହ୍ରିତିକ ସୁଜୈନଙ୍କୁ ନେଇ ଏକ ଇମୋଶନାଲ ପୋଷ୍ଟ ଲେଖିଛନ୍ତି ।ସେଥିରେ ସେ ଏକ କ୍ୟାପ୍ସନ ଦେଇଛନ୍ତି,ଯେଉଁଥିରେ ଲେଖାଅଛିଯେ ଅଲଗା ହେବାର ଅର୍ଥ ନୁହେଁ ଦୁଇ ଜଣ ମଣିଷ ଯୋଡ଼ି ହୋଇ ରହିପାରିବେ ନାହିଁ ବା ସେମାନଙ୍କ ମଧ୍ୟରେ ଭଲପାଇବା ଶେଷ ହୋଇଯିବ ।ଏହା ସହିତ ସେ ଲେଖିଛନ୍ତିଯେ ଏଠାରେ ମୋର ସବୁଠାରୁ ଭଲ ବନ୍ଧୁ ସୁଜୈନ ଅଛନ୍ତି ଯିଏ ମୋର ଏବଂ ଆମ ପୁଅର ଫଟୋ କ୍ୟାମେରାରେ କଏଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More