Only for Entertainment

ହୁମା କୁରୈସିଙ୍କ ଏକ୍ସରସାଇଜ ଭିଡ଼ିଓ ଦେଖି ଟ୍ରେନରଙ୍କ ଉପରେ ରାଗିଗଲେ ଫ୍ୟାନ୍ସ ।

aajtak
70

ଅଭିନେତ୍ରୀ ହୁମା କୁରୈସି ଜିମରେ ଏକ୍ସରସାଇଜ କରୁଥିବା ସମୟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ହୁମାଙ୍କୁ ହେଭି ଲେଗ୍ ୱର୍କଆଉଟ କରୁଥିବାର ନଜର ଆସିଛି । ଦେଖିବା ପାଇଁ ଏହି ଭିଡ଼ିଓ ଯଦିଓ ମଜାଦାର କିନ୍ତୁ ଏହା ଖୁବ କଷ୍ଟ । କିନ୍ତୁ ଫ୍ୟାନ୍ସ ନାରାଜ ହୋଇ କମେଂଟ ଦେଇଛନ୍ତି ।

 



 

ବାସ୍ତବରେ ହୁମା ତିନୋଟି ଭିଡ଼ିଓ ଶେୟାର କରିଛନ୍ତି । ମଝିରେ ମଝିରେ ଥକି ଯାଉଥିବାର ନଜର ଆସିଛନ୍ତି । କିନ୍ତୁ ଶେଷରେ ସେ ଏହି ଟାସ୍କକୁ ପୂରା କରୁଛନ୍ତି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଏହି ଭିଡ଼ିଓକୁ ଦେଖିବା ପରେ ଫ୍ୟାନ୍ସ ଟ୍ରେନରଙ୍କ ଉପରେ ରାଗି ଯାଇଛନ୍ତି । ଫ୍ୟାନ୍ସଙ୍କ କହିବା ଅନୁସାରେ ହୁମାଙ୍କୁ ଟ୍ରେନର ଭୁଲ ଉପାୟରେ ପ୍ରଶିକ୍ଷଣ ଦେଉଛନ୍ତି । ଏହା ଦ୍ୱାରା ତାଙ୍କ ଗୋଡ଼ ଭାଙ୍ଗି ଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More