Only for Entertainment

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରୁ ନୂଆ ଓଡିଆ ଆଲବମ “ଦୁଃଖ ମୋ ଭାଗ୍ୟରେ ଥିଲା”!

51

ଅରମାନ ମ୍ୟୁଜିକ ପ୍ରଯୋଜନାରେ ରିଲିଜ ହୋଇଛି ନୂଆ ଓଡିଆ ଦୁଃଖଭରା ଗୀତ ‘ଦୁଃଖ ମୋ ଭାଗ୍ୟରେ ଥିଲା’ । ଏହି ଗୀତରେ ଶୁଣିବାକୁ ମିଳିଛି ଓଡିଆ ସିନେ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗାୟକି । ଗୀତରେ ଲିରିକ୍ସ ଦେଇଛନ୍ତି ଓମକାର । ଷ୍ଟୋରୀ ଏବଂ ଡାଏଲଗ ଭାର ତୁଲାଇଛନ୍ତି ମନୋରଂଜନ ଦାସ । ଏଥିରେ ଦେଖିବାକୁ ମିଳିଛି କିଛି ନୂଆ ଚେହେରା । ଏହି ନୂଆ ଚେହେରାଙ୍କ ନାଁ ହେଉଛି ରାଜେଶ, ଲିଲି ଏବଂ ଦେବ । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜାପାନୀ ଭାଇ । ଦେଖନ୍ତୁ ଏହି ଗୀତ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More