Only for Entertainment

ପତ୍ନୀ ବଦଳରେ ପତି କଲେ ମ୍ୟାଟରନିଟି ଫଟୋସୁଟ, ଫଟୋ ଭାଇରାଲ

punjabkesari
22

ବଦଳୁଥିବା ସମୟ ଓ ପରିସ୍ଥିତି ସହିତ ପ୍ରେଗନେନ୍ସିକୁ ନେଇ ପୁରୁଷ ମାନଙ୍କର ଚିନ୍ତାଧାରା ମଧ୍ୟ ବଦଳୁଛି ଏବଂ ଏବେ ଟ୍ରେଣ୍ଡ କରୁଛି ମ୍ୟାଟରନିଟି ଫଟୋସୁଟ ।ଏହି ଫଟୋସୁଟ ପାଇଁ ଜର୍ମାନୀର ଏକ କପଲ ଏବେ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଚର୍ଚ୍ଚାରେ ରହିବାର କାରଣ ଭିନ୍ନ । କାରଣ ପତ୍ନୀ ବଦଳରେ ପତି କରିଛନ୍ତି ମ୍ୟାଟନିଟି ଫଟୋସୁଟ ।

ବାସ୍ତବରେ ଜେରେଡ ବ୍ରେବର ଏବଂ ତାଙ୍କ ପତ୍ନୀ ପ୍ରଥମ ଡେଲିଭରୀ ପୂର୍ବରୁ ଫଟୋସୁଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ପତ୍ନୀଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଫଟୋସୁଟର ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଥିଲା । ତେଣୁ ପତି ତାଙ୍କ ପତ୍ନୀକୁ ଖୁସି କରିବା ପାଇଁ ନିଜେ ଏହି ମ୍ୟାଟରନିଟି ଫଟୋସୁଟ କରିଦେଲେ । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More