Only for Entertainment

ଚର୍ଚ୍ଚାରେ ବଲିଉଡ୍ ଫିଲ୍ମ ‘ଆଇ ଆମ୍ ବାନୀ’ର ପ୍ରଥମ ଟ୍ରେଲର୍ !

52

ଚର୍ଚ୍ଚାରେ ବଲିଉଡ୍ ଫିଲ୍ମ ‘ଆଇ ଆମ୍ ବାନୀ’ର ପ୍ରଥମ ଟ୍ରେଲର୍ । ସିନେମାଟି କନ୍ୟା ଶିକ୍ଷା ଭଳି ଏକ ସାମାଜିକ ବିଷୟବସ୍ତୁ କୁ ନେଇ ପ୍ରସ୍ତୁତ ହୋଇଛି । ଆଜି ଭି କିଭଳି ଶିଶୁ କନ୍ୟାଙ୍କୁ ପାଠ ପଢିବାକୁ ଦିଆଯାଉ ନାହିଁ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଆଉ ବାନି ନାମକ ଏକ ଝିଅ ନିଜ ସ୍କୁଲ୍ ପଢା ଶେଷ କରିବା ପାଇଁ ଗାଁ ଲୋକଙ୍କ ସହ ବି ଲଢିବାକୁ ପଛାଇ ନାହିଁ । ତାହା ଦେଖିବାକୁ ମିଳିବ ଏହି ସିନେମାରେ । କେ.କେ ମକୱାନାଙ୍କ ନିର୍ଦ୍ଦେଶନାରେ ଗୌରବ ଗର୍ଗ, ରୋସନି ୱାଲିଆ ଆଦି ଷ୍ଟାର୍ଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More