Only for Entertainment

ରାତିରେ କେଶ ଖୋଲାକରି ଶୋଇଲେ କ’ଣ ହୋଇଥାଏ?ପଢନ୍ତୁ ।

Vicinito
40

ରାତିରେ କେଶ ଶୁଖିଲା ଏବଂ ଦୁର୍ବଳ ହୋଇ ଯାଏ କାରଣ ମୁଣ୍ଡ ତଳେ ଥିବା ତକିଆ କେଶରୁ ସମସ୍ତତ୍ତତତ୍ୱକୁ ଶୁଖାଇ ଦେଇଥାଏ । ସକାଳୁ ଉଠି ମୁଣ୍ଡ କୁଣ୍ଡାଇଲା ବେଳେ କେଶ ଝଡିବାକୁ ଲାଗେ । ସେଥିପାଇଁ ରାତିରେ ଶୋଇଲା ବେଳେ କେଶ ବାନ୍ଧିକି ନଚେତ୍ ସ୍କାର୍ପ ଲଗେଇ ଶୁଅନ୍ତୁ ।

 

ଯଦି ଆପଣ କର୍ଲି କେଶ ଚାହୁଁଛନ୍ତି, ତେବେ ରାତିରେ କେଶ ବାନ୍ଧିକି ଶୁଅନ୍ତୁ । ସକାଳୁ ଉଠିଲା ପରେ ଆପଣଙ୍କ କେଶ ସେମିତି କର୍ଲି ହୋଇ ରହିବ ।

ସମସ୍ତଙ୍କ ଇଛା ଶିଲ୍କ ଏବଂ ସଫ୍ଟ କେଶ ,ସେଥିପାଇଁ ରାତିରେ ଶୋଇଲା ବେଳେ ହେୟାର ମାସ୍କ ଲଗାଇ ସ୍ୱାୱାର କ୍ୟାପ୍ ପିନ୍ଧି ନିଅନ୍ତୁ । ଏହାପରେ ସକାଳୁ ଉଠି କେଶ ଧୋଇ ନିଅନ୍ତୁ । ଏଥିରୁ ନିଜେ ଜାଣି ପାରିବେ ଆପଣଙ୍କ କେଶ କେତେ ସଫ୍ଟ ଲାଗିବ ।

ସୁନ୍ଦର କେଶ ପାଇଁ ସିଲ୍କ ତକିଆଖୋଳ ବ୍ୟବହାର କରନ୍ତୁ । କଟନ୍ ତକିଆ ଖୋଳ ବ୍ୟବହାର କରିବା ଦ୍ୱାରା କେଶ ଶୁଖିଲା ହୋଇଯାଇଥାଏ ।

ଯଦି ଆପଣ ସୁସ୍ଥ କେଶ ଚାହୁଁଛନ୍ତି ତେବେ କଦାପି ଓଦା କେଶ ବାନ୍ଧନ୍ତୁ ନାହିଁ । ଏହାଦ୍ୱାରା କେଶ ଝଡିବାର ସମ୍ଭାବନା ବଢିଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More