Only for Entertainment

ଯଦି ହାଇ ରୋମାନ୍ସ ଚାହୁଁଛନ୍ତି ଦୂର କରନ୍ତୁ ବାସ୍ତୁଦୋଷ

jansatta
104

ବିବାହିତ ଜୀବନରେ ଏଭଳି କେତେକ କଥା ରହିଛି ଯାହାକୁ ଧ୍ୟାନ ଦେବା ନିହାତି ଜରୁରୀ । ଏକ ସାମାନ୍ୟ ଭୁଲ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିବା ପାଇଁ ଯଥେଷ୍ଟ । ଯଦି ଆପଣ ବାସ୍ତୁକୁ ମାନୁଛନ୍ତି ତେବେ କହିରଖୁଛୁ ବିବାହ ପରେ ଶୋଇବାର କିଛି ପ୍ରଣାଳୀକୁ ଠିକ କରିବା ଉଚିତ ।

ଆପଣଙ୍କ ଘରର ବେଡରୁମ ଦକ୍ଷିଣ-ପଶ୍ଚିମରେ ରହିବ ଉଚିତ ।

ସବୁବେଳେ ବେଡରୁମ ହାଲକା ରଙ୍ଗ ହେବା ଉଚିତ । ଏହା କେବଳ ଆଖିକୁ ଶାନ୍ତି ଦେଖନଥାଏ ବରଂ ପାର୍ଟନର ମଧ୍ୟରେ ରୋମାନ୍ସ ମଧ୍ୟ ବଢାଇଥାଏ ।

ବାସ୍ତୁ ଅନୁସାରେ ବେଡ୍ ସବୁବେଳେ କାଠରେ ତିଆରି ହେବା ଉଚିତ ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କପଲ୍ସଙ୍କ ମଧ୍ୟରେ ରୋମାନ୍ସ ବଢିଥାଏ ।

ବେଡରୁମରେ ତାଜା ଫୁଲ ରଖିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More