Only for Entertainment

ଆଇଫା ୨୦୧୮: ୨୦ ବର୍ଷ ପରେ ଷ୍ଟେଜରେ ଦେଖିବାକୁ ମିଳିଲା ରେଖାଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଭାଇରାଲ ।

Catch Hindi
0 40

ରବିବାର ବ୍ୟାଙ୍କକରେ ଆୟୋଜନ କରାଯାଇଥିବା ଆଇଫା ଆୱାର୍ଡ ସେରେମନିରେ ଏଭରଗ୍ରୀନ ଅଭିନେତ୍ରୀ ରେଖା ୨୦ ବର୍ଷ ପରେ ଷ୍ଟେଜରେ ପଫର୍ମ କରି ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି । ରେଖା ହିଟ ନମ୍ବର ‘ସଲାମ-ଏ-ଇଶ୍କ ମେରୀ ଜାଁ ଜରା କୁବୁଲ କରଲୋ’ ଏବଂ ‘ପ୍ୟାର କିଆ ତୋ ଡରନା କ୍ୟା’ରେ ପଫର୍ମ କରିଥିଲେ ।

ରେଖାଙ୍କୁ ଷ୍ଟେଜରେ ପଫର୍ମ କରୁଥିବାର ଦେଖିବା କୌଣସି ସ୍ୱପ୍ନଠାରୁ କମ ନୁହେଁ । ରେଖା ଡ୍ୟାନ୍ସ କରୁଥିବା ସମୟରେ ଥିଏଟରରେ ତାଳିର ଶବ୍ଦରେ ପୂରି ଉଠିଥିଲା । ଟ୍ରାଡିଶନାଲ ଅବତାରରେ ନଜର ଅସିଥିବା ରେଖାଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More