Only for Entertainment

ବଏଫ୍ରେଣ୍ଡ ସହିତ ଛୁଟି ବିତାଉଛନ୍ତି ଇଲିୟାନା ଡିକ୍ରୁଜ ।

bollywood tadka
68

ବଲିଉଡ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ନିଜ ବଏଫ୍ରେଣ୍ଡ ସହିତ ଫିଜିରେ ଛୁଟି ବିତାଉଛନ୍ତି । ଏହି ଖାସ ସମୟର କିଛି ଫଟୋ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହି ଫଟୋରେ ଇଲିୟାନା ବିକିନି ପିନ୍ଧି ମସ୍ତି କରୁଥିବାର ନଜର ଆସିଛନ୍ତି ।

କିଛ ିଫଟୋରେ ଇଲିୟାନା ସ୍କୁବା ଡାଇଭିଙ୍ଗର ମଜା ନେଉଛନ୍ତି । କିଛି ଫଟୋରେ ସେ ତାଙ୍କ ବଏଫ୍ରେଣ୍ଡ ସହିତ ସଡ଼କରେ ଯାଉଥିବାର ନଜର ଆସିଛନ୍ତି ।

ଗୋଟିଏ ପକ୍ଷରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚୁପ ରହୁଥିବା ଇଲିୟାନା ଇଂଷ୍ଟାଗ୍ରାମରେ ବଏଫ୍ରେଣ୍ଡ ସହିତ ଫଟୋ ଶେୟାର କରୁଛନ୍ତି ।

 

View this post on Instagram

 

You make me happy every time you smile ~ @raammie ♥️♥️♥️ ? @jeromecole

A post shared by Ileana D’Cruz (@ileana_official) on

ଫିଲ୍ମ ବର୍ଫିରେ ୨୦୧୨ରେ ବଲିଉଡରେ ଡେବ୍ୟୁ କରିଥିଲେ ଇଲିୟାନା । ଏହାପରେ ମେଁ ତେରା ହିରୋ, ରୁସ୍ତମ, ମୁବାରକା ଏବଂ ବାଦଶାହ ଭଳି ଫିଲ୍ମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More