Only for Entertainment

ଇମାଇକା ନୋଡିଗାଲ ଟ୍ରେଲର: ଅନୁରାଗ କଶ୍ୟପ ସାଉଥର ସୁପରଷ୍ଟାର ନୟନତାରାଙ୍କୁ ଦେଲେ ଚ୍ୟାଲେଂଜ ।

khabar NDTV
0 38

ସାଉଥ ସୁପରଷ୍ଟାର ନୟନତାରା ଏଭଳି ଫିଲ୍ମରେ ଅଭିନୟ କରିଛନ୍ତି ଯାହା ସବୁଠାରୁ ଭିନ୍ନ ଅଟେ, କଂଟେଟ ଏବଂ ସମସ୍ତ କଥା ଏହି ଫିଲ୍ମରେ ଭିନ୍ନ ରହିଛି । ୨୦୧୭ରେ ତାଙ୍କ ଫିଲ୍ମ ‘ଅରାମ’ଆସିଥିଲା ଏବଂ ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ଜବରଦସ୍ତ ଅଭିନୟ ରହିଥିବା ଫିଲ୍ମ ନୟନତାରାଙ୍କୁ ଖୁବ ପସନ୍ଦ । ତାଙ୍କର ଆଗାମୀ ଫିଲ୍ମ ଇମାଇକା ନଡିଗାଲର ଟ୍ରେଲର ରିଲିଜ ହୋଇଛି ।

ନୟନତାରା, ଅଥର୍ବ ଏବଂ ଅନୁରାଗ କଶ୍ୟପଙ୍କ ଏହି ଟ୍ରେଲର ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ହୋଇଯିବ । ଫିଲ୍ମରେ ଅନୁରାଗ କଶ୍ୟପ ଏକ କିଲର ଭୂମିକାରେ ନଜର ଆସିବେ ଏବଂ ସାହାସ ଅଛି ତ ରୋକିକି ଦେଖାଇବା ଲାଗି ସେ ନୟନତାରାଙ୍କୁ ଚ୍ୟାଲେଂଜ ଦେଇଛନ୍ତି । ଅନୁରାଗ କଶ୍ୟପ ଖୁବ ଖତରନାକ ଅନ୍ଦାଜରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More