Only for Entertainment

କାହିଁକି ସାରା ଅଲି ଖାନଙ୍କ ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି ଇମ୍ରାନ ହାସମୀ ।

bollywood tadka
40

ବଲିଉଡ ଆକ୍ଟର ଇମ୍ରାନ ହାସବୀ ଖୁବଶୀଘ୍ର ଫିଲ୍ମ ବାଏ ଚିଟ ଇଣ୍ଡିଆରେ ନଜର ଆସିବେ । ଇମ୍ରାନଙ୍କୁ ବଲିଉଡର ସିରିଅଲ କିସର ବୋଲି କୁହାଯାଏ । ଏହା ସହିତ ଇମ୍ରାନ ଏବେ ବାଏ ଚିଟ ଇଣ୍ଡିଆ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ଇମ୍ରାନଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତିଯେ ସେ ସାରା ଅଲି ଖାନଙ୍କ ସହିତ ଫିଲ୍ମ କରିବାକୁ ଚାହୁଁଛନ୍ତି ।

ଇମ୍ରାନ କହିଛନ୍ତିଯେ, ମୁଁ ଏପର୍ଯ୍ୟନ୍ତ ସାରାଙ୍କ ଦୁଇଟି ଫିଲ୍ମ ଦେଖିନାହିଁ, କିନ୍ତୁ ମୋ ଘରେ ସମସ୍ତେ ତାଙ୍କ ଫିଲ୍ମ ଦେଖିଛନ୍ତି ଏବଂ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି । ତେଣୁ ମୁଁ ଏହି ଟ୍ୟାଲେଂଟ ସହିତ ଭବିଷ୍ୟତରେ କାମ କରିବାକୁ ଚାହିଁବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More