Only for Entertainment

ସନ୍ନି ଲିଓନି ପରିବାର ସହ ପୋଷ୍ଟ କଲେ ହନୁକ୍କା ସେଲିବ୍ରେସନର ଫଟୋ !

32

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । କିଛି ଦିନ ପୂର୍ବେ ସନ୍ନି ତାଙ୍କର ଏକ ଫ୍ୟାମିଲି ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ଇହୁଦି ଫେଷ୍ଟିଭାଲ ହନୁକ୍କା ସେଲିବ୍ରେଟ କରୁଥିବାର ନଜର ଆସିଛନ୍ତି ।

 

View this post on Instagram

 

Happy Hanukkah Everyone!! Love the Weber’s!!!!! Hehe

A post shared by Sunny Leone (@sunnyleone) on

ଏହି ଫଟୋରେ ସନ୍ନି ଲିଓନି ତାଙ୍କ ସ୍ୱାମୀ ଡେନିଅଲ ବେବରଙ୍କ ସହ ନଜର ଆସିଛନ୍ତି । ଏହି ଫଟୋରେ ଦୁହିଁଙ୍କ ବ୍ୟତୀତ ତାଙ୍କର ୩ଜଣ ଛୁଆ ମଧ୍ୟ ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More