Only for Entertainment

୩୩ବର୍ଷର ଏହି କଳାକାର ସ୍ତ୍ରୀ’ଫିଲ୍ମରେ ତୁଲାଇଥିଲେ ଭୂତୁଣୀ ଭୂମିକା, ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ !

instagram
0 33

ପୂର୍ବ ମାସ ୩୧ଅଗଷ୍ଟରେ ରାଜକୁମାର ରାଓ ଷ୍ଟାରର ଫିଲ୍ମ ସ୍ତ୍ରୀ’ ସିନେମାଘରେ ହଇଚଇ ସୃଷ୍ଟି କରିଛି । ଫିଲ୍ମରେ ରାଜକୁମାରଙ୍କ ବ୍ୟତୀତ ଶ୍ରଦ୍ଧା କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅମର କୌଶିକ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ହରର କମେଡି ଫିଲ୍ମ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ତେହେଲକା ମଚାଇଥିଲା । ମାତ୍ର ସବୁଠାରୁ କମାଲର କଥା ହେଉଛି ୱିକେଣ୍ଡ ସହ ୱିକ ଡେଜ ମଧ୍ୟ ଏହି ଫିଲ୍ମର ରଫ୍ତାର ବଢାଇ ଦେଇଛି ।

ଫିଲ୍ମକୁ ଖୁବ ପ୍ରଶଂସା କରୁଛନ୍ତି ଦର୍ଶକ । ଏବେ ପର୍ଯ୍ୟନ୍ତ ଏହି ଫିଲ୍ମ ବକ୍ସ ଅଫିସରେ ୮୫କୋଟିରୁ ଉଦ୍ଧ୍ୱର୍ ବ୍ୟବସାୟ କରିସାରିଲାଣି , ଏଥିରେ ଆଉ କୌଣସି ସନ୍ଦେହ ନାହିଁ ଯେ ଫିଲ୍ମ ଖୁବ ଶୀଘ୍ର ୧୦୦କୋଟି ବ୍ୟବସାୟ ପାର କରିବ ।

 

View this post on Instagram

 

jus when ur day starts with a man in media taking a jab at you n making fun of my ghost portrayal in #stree … coming from a man who doesnt know me for a women who jus working hard n loves her craft (dont think he took he any lessons from the movie about pyaar and izzat for all stree’s) … but come after noon @google news reflects this article n im almost about to cry… for every person who brings u down n ridicules ur work there is a better angel building u up #sambhavimishra of @timesnow #timesnow #news u dont know how much this means to me specially THIS ❤❤❤❤ “Flora Saini portrayed Stree on screen and deserves the equal recognition as her co-actors, don’t you agree?” THANK U FOR THE KIND APPRECIATION AND SPECIAL LOVE MENTIONS… they totally leave me speechless n absolutely overwhelmed.. words will somehow will never even be enough ???? https://www.timesnownews.com/entertainment/news/bollywood-news/article/not-shraddha-kapoor-but-this-actress-essayed-the-role-of-stree-in-rajkummar-rao-starrer-bollywood-news/283459

A post shared by florasaini (@florasaini) on

ଫିଲ୍ମ ଜବରଦସ୍ତ ନିର୍ଦ୍ଦେଶନ କାରଣରୁ ଏତେ ମାତ୍ରାରେ ସଫଳତା ହାସଲ କରିଛି କିନ୍ତୁ ଆପଣ ହୁଏତ ଭୂଲି ଯାଉଛନ୍ତି ଯେ ଫିଲ୍ମରେ ଏକ ଏଭଳି ଭୂମିକା ରହିଛି ଯାହାକୁ ନେଇ ଅନେକ କଥା ଉଠିଥିଲା ସତ ମାତ୍ର, କେହି ଏହି ଭୂମିକାର ଅସଲ ଚେହେରାକୁ ଜାଣି ନାହାନ୍ତି ।
ଆମେ ଏଠାରେ କହି ରଖୁଛୁ ଯେ ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଅଭିନେତ୍ରୀ ଯେତେବେଳେ ବି ସ୍କ୍ରିନରେ ଆସୁଥିଲେ, ସଭିଁଙ୍କର ତଂଟି ଶୁଖି ଯାଉଥିଲା । ଏବେ ଆପଣ ଭଲ ଭାବେ ବୁଝି ପାରୁଥିବେ ମୁଁ ଏଠାରେ କାହା କଥା କହୁଛି । ଆଜ୍ଞା ହଁ ଆମେ ଏଠାରେ ସ୍ତରୀ ବିଷୟରେ କହୁଛୁ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଅଭିନୟ ଜଣେ ଜଣାଶୁଣା କଳାକାର ତୁଲାଇଛନ୍ତି । ଏହି ଅଭିନେତ୍ରୀ ସାଉଥ ଫିଲ୍ମରେ ନିଜର ଖୁବ ଯାଦୁ ଦେଖାଇଛନ୍ତି । ଏବେ ପର୍ଯ୍ୟନ୍ତ ସେ ରଜନୀକାନ୍ତ, ପ୍ରଭୁ, କାର୍ତ୍ତିକ ବାଲକୃଷ୍ଣ ଏବଂ ରାଜଶେଖର ଭଳି ଅଭିନେତାଙ୍କ ସହ ନଜର ଆସିଛନ୍ତି । ସ୍ତ୍ରୀ’ର ଭୂମିକା ଫ୍ଲୋରା ସାଇନି ତୁଲାଇଛନ୍ତିା ଫ୍ଲୋରା ୩୩ବର୍ଷର ଅଟନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More