Only for Entertainment

ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପ୍ରିୟଙ୍କା-ନିକଙ୍କ ରିସେପସନକୁ ବନାଇଲା ଆହୁରୀ ଗ୍ରାଣ୍ଡ, ଦେଖନ୍ତୁ ଭିଡିଓ !

41

୨ଡିସେମ୍ବରରେ ଦୁହେଁ ଦୁହିଁଙ୍କର ସବୁଦିନ ପାଇଁ ହୋଇଥିଲେ ପ୍ରିୟଙ୍କା ଏବଂ ନିକ । ବିବାହର ଫଟୋ ଗତକାଲି ସାମ୍ନାକୁ ଆସିଥିଲା । ମାତ୍ର ଗତକାଲି ଏହି ଯୋଡି ଦିଲ୍ଲୀରେ ରଖିଥିଲେ ରିସେପସନ ପାର୍ଟି । ଯେଉଁଥିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପାର୍ଟିକୁ ବନାଇଥିଲା ଗ୍ରାଣ୍ଡ, ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

 

View this post on Instagram

 

EPIC #priyankachopra #nickjonas with PM Modi #nickyankawedding #manavmanglani @manav.manglani

A post shared by Manav Manglani (@manav.manglani) on

 

ଏଠାରେ ଆମେ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀଙ୍କୁ ରିସେପସନ ପାଇଁ ନିମନ୍ତ୍ରଣ ଦେବା ଲାଗି ନିଜେ ପ୍ରିୟଙ୍କା ଏବଂ ନିକ ବିବାହ ପୂର୍ବରୁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More