Only for Entertainment

ପୂଜା କରିବା ସମୟରେ ପତି ଓ ପତ୍ନୀଙ୍କୁ ନେଇ କ’ଣ ରହିଛି ନିୟମ, ଆସନ୍ତୁ ଆଲୋଚନା କରିବା ।

bhaskar.com
56

ପୂଜା ସମୟରେ ବିଭିନ୍ନ କଥାକୁ ଧ୍ୟାନରେ ରଖାଯାଏ । ସେହି ସମସ୍ତ ମଧ୍ୟରୁ ଗୋଟିଏ କଥା ହେଉଛିଯେ ଯଦି ପତି ଓ ପତ୍ନୀ ପୂଜାରେ ବସିଛନ୍ତି ପତ୍ନୀଙ୍କୁ ପତିଙ୍କର କେଉଁ ପାଶ୍ୱର୍ରେ ବସିବା ଉଚିତ । ତେବେ ଆସନ୍ତୁ ଆଲୋଚନା କରିବା ।

 

ଶାସ୍ତ୍ରରେ କୁହାଯାଏ ପୂଜାରେ ପତ୍ନୀଙ୍କୁ ସବୁବେଳେ ନିଜ ସ୍ୱାମୀଙ୍କୁ ଡାହାଣ ପାର୍ଶ୍ୱରେ ବସିବା ଉଚିତ୍‌। ଏହା ସହ ଯଜ୍ଞ, ହୋମ, ବ୍ରତ, ଦେବଯାତ୍ରା ତଥା ବିବାହ ଇତ୍ୟାଦି କର୍ମରେ ବି ପତ୍ନୀଙ୍କୁ ନିଜ ସ୍ୱାମୀଙ୍କ ଡାହାଣ କଡ଼ରେ ବସିବା ଶୁଭ ବୋଲି ମନାଯାଏ। ଶାସ୍ତ୍ରରେ କୁହାଯାଏ ଏହି କଥାର ଧ୍ୟାନ ରଖିଲେ ଉପୋରୋକ୍ତ କର୍ମର ଉଚିତ୍‌ ଫଳ ପ୍ରାପ୍ତ ହୋଇଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More