Only for Entertainment

‘ଇନକ୍ରେଡିବଲ ଟୁ’ର ଇଲାଷ୍ଟୀଗର୍ଲ ପାଇଁ କାଜୋଲଙ୍କ ଭଏସଓଭର,ଦେଖନ୍ତୁ ଭିଡ଼ିଓ ।ଇଟସ ରିଅଲି ଫନି ।

aajtak
0 81

ଡିଜନୀ ଡଟ ପିକଚର୍ସର ‘ଇନକ୍ରେଡିବଲ୍ସ ଟୁ’ର ହିନ୍ଦୀ ଭର୍ସନ ପାଇଁ ହେଲେନ ପାର ବା ଇଲାଷ୍ଟୀଗର୍ଲଙ୍କ ଚରିତ୍ରର ଭଏସ ଓଭର ଦେବାପାଇଁ ବଲିଉଡ ଅଭିନେତ୍ରୀ କାଜୋଲଙ୍କୁ ଚୟନ କରାଯାଇଛି ।

ଏହି ବିଷୟରେ କାଜୋଲ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ସେଥିରେ ସେ ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।

 

କାଜୋଲଙ୍କ କହିବା ଅନୁସାରେ ଇନକ୍ରେଡିବଲ ଟୁ ଆମ ମାନଙ୍କ ଭଳି ଲୋକଙ୍କର ଏକ ସାଧାରଣ କାହାଣୀ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More