Only for Entertainment

ଦେଶର ରାଷ୍ଟ୍ରପତିଙ୍କ ନାମ କହିପାରିଲେ ନାହିଁ ଟାଇଗର,ଦିଶା ଦେଲେ ଉତ୍ତର ।

the indian express
0 89

ନିକଟରେ ହୋଇଥିବା ଏକ ଇଂଟରଭ୍ୟୁରେ ଟାଇଗର ଏଭଳି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ଏକ ଇଂଟରଭ୍ୟୁରେ ଟାଇଗର ସ୍ରଫଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ପଚରା ଯାଇଥିଲା । କିନ୍ତୁ ଟାଇଗର ଏହାର ଉତ୍ତର ଦେଇପାରିଲେ ନାହିଁ । ପୁଣିଥରେ ସେ ସମସ୍ତଙ୍କୁ ଆଲିୟା ଭଟ୍ଟଙ୍କ କଥା ମନେ ପକାଇଦେଲେ ।

ପୂର୍ବରୁ ଏକ ଇଂଟରଭ୍ୟୁରେ ଆଲିୟାଙ୍କ ସହିତ ମଧ୍ୟ ଏଭଳି କିଛି ହୋଇଥିଲା । ତେବେ ଟାଇଗରଙ୍କୁ ଯେତେବେଳେ ରାଷ୍ଟ୍ରପତିଙ୍କ ନାମ ପଚରା ଯାଇଥିଲା ସେ କହିଲେଯେ ଏହା କହିବା ସାମାନ୍ୟ କଷ୍ଟ । କିଛି ସମୟ ଭାବିବା ପରେ ସେ କହିଥିଲେଯେ ଜୀ….ମୁଖାର୍ଜୀ । ମିଷ୍ଟର ମୁଖାର୍ଜୀ ଦେଶର ରାଷ୍ଟ୍ରପତି । ଭୁଲ ଉତ୍ତର ପରେ ଦିଶାଙ୍କୁ ଏହି ପ୍ରଶ୍ନ ପୁଣିଥରେ ପଚରା ଯାଇଥିଲା । ଦିଶା ଉତ୍ତରରେ କହିଲେ ରାମନାଥ କୋବିନ୍ଦ । ଅବଶ୍ୟ ଏହାପରେ ଟାଇଗର କିଛି ସମୟ ପାଇଁ ଚୁପ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More