Only for Entertainment

ଅନୁ ମଲ୍ଲିକଙ୍କ ପରେ ‘ଇଣ୍ଡିଆନ ଆଇଡଲ’ରୁ ବାହାରିବେ ଆଦିତ୍ୟ ନାରାୟଣ!

61

ଇଣ୍ଡିଆନ ଆଇଡଲ ସିଜନ ୧୧ ଆରମ୍ଭ ହେବା ଦିନରୁ ବିବାଦ କାରଣରୁ ଖୁବ ଚର୍ଚ୍ଚାରେ ରହି ଆସିଛି । ନିକଟରେ ‘ମି ଟୁ’ ଅଭିଯାନରେ ଫସିଥିବା ଶୋ’ର ବିଚାରକ ଅନୁ ମଲ୍ଲିକଙ୍କୁ ହିମେଶ ରେଶମିୟାଁ ରିପ୍ଲେସ କରିଛନ୍ତି ।

 

 

ବର୍ତ୍ତମାନର ଖବର ଅନୁସାରେ ଶୋ’ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ ରିପ୍ଲେସ କରିବେ ଜୟ ଭାନୁଶାଳୀ । କିନ୍ତୁ ଦୁଇ ଷ୍ଟାର ଏହି ଖବରକୁ ମିଛ ବୋଲି କହିଛନ୍ତି । ତେବେ ଏହିଭଳି ଖବର କେଉଁଠାରୁ ଆସୁଛି ବୋଲି କହିଛନ୍ତି ଆଦିତ୍ୟ । ଏହିଭଳି ଏକ ବଡ଼ ଶୋ’କୁ ଛାଡ଼ିବାର କୌଣସି କାରଣ ନାହିଁ ବୋଲି ମଧ୍ୟ କହିଛନ୍ତି ଶୋ’ର ହୋଷ୍ଟ ଆଦିତ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More