Only for Entertainment

ଏ ହେଉଛନ୍ତି ଇଣ୍ଡିଆନ ଆଇଡଲ ପ୍ରଥମ ମହିଳା ବିଜେତା, ଯାହାକୁ ହରାଇଲେ ତାଙ୍କ ସହ ରଚାଇଲେ ବିବାହ ।

livehindustan
0 73

ଅଗରତାଲା ତ୍ରିପୁରାରେ ରହୁଥିବା ସୌରଭି ଦେବ ବର୍ମା ୨୦୦୯ରେ ଇଣ୍ଡିଆନ ଆଇଡଲର ପ୍ରଥମ ମହିଳା ବିଜେତା ଅଟନ୍ତି । ସେ ୨୦୦୧୯ରେ ଡେରାଡୁନର କପିଲ ଥାପାଙ୍କୁ ହରାଇ ବିଜୟୀ ହୋଇଥିଲେ । ସବୁଠାରୁ ମଜାଦାର କଥା ହେଲା ପ୍ରତିଯୋଗୀତାରେ ସିନା ସେ କପିଲଙ୍କୁ ହରାଇଥିଲେ ମାତ୍ର ଅସଲ ଜୀବନରେ ସେ କପିଲଙ୍କ ହାରି ଯାଇଛନ୍ତିା ଶୋ ପରେ କପିଲ ଏବଂ ସୌରଭ ଦୁହେଁ ମିଶି ଅନେକ ଶୋ’ କରିଥିଲେ । ଅନେକ ସମୟ ସାଙ୍ଗ ହୋଇ ବିତାଇବା ପରେ ତାଙ୍କୁ ଅନୁଭବ ହେବାରୁ ଦୁହେଁ ଜୀବନ ସାଥୀ ରୂପେ ଦୁହିଁଙ୍କୁ ବାଛି ନେଇଛନ୍ତି ।

#candidpic #justme ?

A post shared by SouraBhee Debbarma SB (@d_sourabhee) on

୨୦୧୬ରେ ଦୁହେଁ ବିବାହ କରିଥିଲେ
ଅନେକ ଭାବିବା ପରେ ଦୁହେଁ ବିବାହ କରିଥିଲେ ୨୦୧୬ରେ । ଦୁହେଁ ଅଗରତାଲାରେ ଦୁହିଁଙ୍କ ରୀତିନୀତି ଅନୁସାରେ ବିବାହ କରିଥିଲେ । ଏହାପରେ ରିସେପଶନ ଡେରାଡୁନରେ ହୋଇଥିଲା ।

❤️

A post shared by SouraBhee Debbarma SB (@d_sourabhee) on

ଗିନିଜ ବୁକରେ ରେକର୍ଡ ସୌରଭିଙ୍କ ନାଁ
ସୌରଭିଙ୍କ ନାଁ ଗିନିଜ ବୁକ ଅଫ ୱାର୍ଲ୍ଡରେ ରେକର୍ଡ ଅଛି କାରଣ ସେ ସାଢେ ୪ମିନିଟ ପର୍ଯ୍ୟନ୍ତ ଓଲଟା ଲଟକି ଗୀତ ଗାଇଥିଲେ ।

ସେନାରେ ରହିଛନ୍ତି ସୌରଭିଙ୍କ ସ୍ୱାମୀ
୨୦୦୩ରେ କପିଲ ସେନାରେ ଭର୍ତ୍ତି ହେବା ପରେ ସେ ସେନାରେ ଜାଜ ବ୍ୟାଣ୍ଡରେ ମଧ୍ୟ ସାମିଲ ହୋଇଯାଇଥିଲେ । ସେନାଙ୍କ ଦ୍ୱାରା ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଭାଗ ନେବା କାରଣରୁ ତାଙ୍କର କଳା ଆହୁରି ପରିଷ୍କାର ଦେଖାଗଲା । ଏହାପରେ ୨୦୦୭ରେ ସେ ଇଣ୍ଡିଆନ ଆଇଡଲରେ ଭାଗ ନେଇଥିଲେ ।

Jamming for my next show #Wedding #Jodhpur See you all there ✌️

A post shared by SouraBhee Debbarma SB (@d_sourabhee) on

ସୈନିକ ପରିବାରର ଅଟନ୍ତି କପିଲ
କପିଲ ସୈନ୍ୟ ପରିବାର ଅଟନ୍ତି । ପିତା କିଶନ ସିଂ ଥାପା ସେନାରେ ସେବାନିବୃତ ଅଟନ୍ତି ଏବଂ ଦୁଇ ଭାଇ ମଧ୍ୟ ଆର୍ମିରେ ଅଛନ୍ତି । କପିଲ ମଧ୍ୟ ସେନାରେ ଯାଇ ତାଙ୍କ ବାପା-ମାଙ୍କ ସ୍ୱପ୍ନ ପୂରଣ କରି ଏବେ ସଙ୍ଗୀତ ଦୁନିଆରେ ନାଁ କମାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More