Only for Entertainment

ଆମେରିକାରେ ଭାରତୀୟ ଭାଷାର ଚାହିଦା,ହିନ୍ଦୀ ସବୁଠାରୁ ଅଧିକ ।

Human, All Too Human - Drury University
0 39

ଭାରତର ରାଷ୍ଟ୍ରଭାଷା ହେଉଛି ହିନ୍ଦୀ । ଏହା ଆମେରିକାରେ ସବୁଠାରୁ ଅଧିକ କୁହା ଯାଉଥିବା ଭାଷା ହୋଇ ସାରିଛି । ଏହାପେର ଗୁଜୁରାଟୀ ଏବଂ ତେଲୁଗୁର ସ୍ଥାନ ରହିଛି । ଯଦି ୨୦୧୦ ତୁଳନାରେ ୨୦୧୭କୁ ଦେଖାଯାଏ ତେବେ ତେଲୁଗୁ ଭାଷା ବ୍ୟକ୍ତିଙ୍କ ସଂଖ୍ୟା ୮୬ ପ୍ରତିଶତକୁ ବୃଦ୍ଧି ହୋଇଛି ।

ୟୁଏସ ସେନ୍ସସ ବ୍ୟୁରୋ ଦ୍ୱାରା ଆମେରିକା ସମୁଦାୟ ସର୍ଭେର ଡାଟାକୁ ନିକଟରେ ଜାରି କରାଯାଇଛି । ୧ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଆମେରକାର ଜନସଂଖ୍ୟାକୁ ମାପ କରାଗଲା । ଏଥିରୁ ଜଣା ପଡ଼ିଲାଯେ ଆମେରିକାରେ ୩୩ କୋଟି ଲୋକଙ୍କ ମଧ୍ୟରୁ ୬.୭ କୋଟି ଲୋକ ବିଦେଶୀ ଭାଷା ବ୍ୟବହାର କରୁଛନ୍ତି ।

୨୦୧୬ରେ ୬.୫ କୋଟି ଷଳାକ ବିଦେଶୀ ଭାଷା କହୁଥିଲେ । ଆମେରିକାରେ ୮.୬୩ ଲକ୍ଷ ଲୋକ ହିନ୍ଦୀ ଭାଷା କହୁଛନ୍ତି । ୪.୩୪ ଲକ୍ଷ ଲୋକ ଗୁଜୁରାତି ଭାଷା କହୁଛନ୍ତି । ୪.୧୫ ଲକ୍ଷ ଲୋକ ତେଲୁଗୁ ଭାଷାର ବ୍ୟବହାର କରୁଛନ୍ତି । ଆକଳନ ଅନୁସାରେ ତେଲୁଗୁ ଭାଷା ୮୬ ପ୍ରତିଶତକୁ ବୃଦ୍ଧି ପାଇଛି । ହିନ୍ଦୀ ୪୨ ପ୍ରତିଶତ ଏବଂ ଗୁଜୁରାତି ୨୨ ପ୍ରତିଶତ ବୃଦ୍ଧି ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More