Only for Entertainment

ଇଣ୍ଡୋନେସିଆରେ ପର୍ଫମ କରୁଥିଲେ ନେହା, ହଠାତ କୁନି ପିଲାଟି କଲା ଏଭଳି ଡ୍ୟାନ୍ସ ଦେଖିଲେ ନଜର ହଟିବ ନାହିଁ, ଦେଖନ୍ତୁ ଭାଇରାଲ ଭିଡ଼ିଓ

hindirush
143

ବଲିଉଡ ଗାୟକ ନେହା କକ୍କର ତାଙ୍କ କଣ୍ଠର ଯାଦୁରେ ଆଜି ବଲିଉଡରେ ରାଜ୍ କରୁଛନ୍ତି । ନେହାଙ୍କର ପ୍ରତ୍ୟେକଟି ଗୀତ ସୁପରହିଟ । ସେ କେତେକ ରିଆଲିଟି ଶୋ’ରେ ବିଚାରକ ଭାବରେ ମଧ୍ୟ କାମ କରିଛନ୍ତି । କେବଳ ସେତିକି ନୁହେଁ ଆଜି ମଧ୍ୟ ନେହା ଷ୍ଟେଜ ଶୋ କରିବାକୁ ପସନ୍ଦ କରନ୍ତି । ନିକଟରେ ସେ ଏକ ପ୍ରୋଫାଇଲ ବିବାହରେ ପର୍ଫମ କରିବାକୁ ଯାଇଥିଲେ, ଯେଉଁଠାରେ ତାଙ୍କୁ ମିଳିଗଲା ଏକ କୁନି ଫ୍ୟାନ ।

 

ନେହା କକ୍କର ତାଙ୍କ ସାଥି କଳାକାରଙ୍କ ସହିତ ମଂଚ ଉପରେ ପର୍ଫମ କରୁଥିଲେ । ଏହି ସମୟରେ ଏକ ଇଣ୍ଡୋନେସିଆନ କୁନି ପିଲା ନେହାଙ୍କ ଗୀତରେ ଡ୍ୟାନ୍ସ କରିବାକୁ ଲାଗିଲା । ପିଲାଟି ନିକଟରେ ଛିଡ଼ା ହୋଇଥିବା ଲୋକ ଏହି ଭିଡ଼ିଓ ରେକର୍ଡ଼ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More