Only for Entertainment

ସିମ୍ବା ସେଟରେ ରୋହିତ ଏବଂ ରଣବୀରଙ୍କ ମସ୍ତି, ଦେଖନ୍ତୁ ଭିଡିଓ !

SomFilms Productions
0 36

ଫିଲ୍ମ ‘ପଦ୍ମାବତ’ ସଫଳତା ପରେ ରଣବିର ସିଂ ନିଜର ଆଗାମୀ ଫିଲ୍ମ ସିମ୍ବାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନଜର ଆସିବେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ ସେଟ୍ଟୀ । ସିମ୍ବା ସୁଟିଂ କାରଣରୁ ଏବେ ରୋହିତ ଏବଂ ରଣବୀରଙ୍କ ମଧ୍ୟରେ ଏକ ମଜଭୁତ ସମ୍ପର୍କ ସ୍ଥାପନ ହେବାରେ ଲାଗିଛି ।

Aaya tha CUB Sher Bana Ab… ROHIT SHETTY Ka HERO #simmba

A post shared by Rohit Shetty (@itsrohitshetty) on

ସିମ୍ବା ସେଟରୁ ରଣବୀର ଏବଂ ରୋହିତଙ୍କର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଏବଂ ଭାଇରାଲ ହେବାରେ ମଧ୍ୟ ଲାଗିଛି । ରୋହିତ ରଣବୀରଙ୍କ ଜନ୍ମଦିନ ପାଇଁ ଏକ ଦାମୀ ଘଡି ମଧ୍ୟ ଗିଫ୍ଟ କରିଛନ୍ତି । ଏବେ ରୋହିତ ରଣବୀରଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ ଇଂଟେସ ନଜର ଆସୁଛନ୍ତି ।


କିଛି ଦିନ ପୂର୍ବେ ରୋହିତ ଏକ ମଜାଦାର ଭିଡିଓ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଥିଲେ । ଏହି ଭିଡିଓରେ ଫିଲ୍ମର ଏକ ଗୀତ ସୁଟ ହେଉଛି ଏବଂ ରଣବୀର ଏଥିରେ କମେଂଟ୍ରି କରୁଛନ୍ତି । ରଣବୀର କହୁଛନ୍ତି ଏହା ତାଙ୍କ ଲାଇଫର ସବୁଠାରୁ ବଡ ଗୀତ ସେହି ସମୟରେ ରୋହିତ ଆସିଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More